ରାଜ୍ୟ

କାର ଦୁର୍ଘଟଣା : ୫ ଜଣଙ୍କ ମୃତ୍ୟୁ

Published

on

ଡେରାବିଶ ୭/୧ : ରବିବାର ମଧ୍ୟରାତ୍ରିରେ ଅଳାବାଙ୍କ ଛକରେ ଏକ କାର ଦୁର୍ଘଟଣାରେ ୫ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । କାରଟି ଏକ ଅଜଣାଗାଡ଼ିକୁ ପଛପଟୁ ଧକ୍କା ଦେବା ଫଳରେ ଏଭଳି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟବ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କାରର ଯାତ୍ରୀମାନେ ଏକ ଡ୍ୟାନ୍ସଗ୍ରୁପର ସଦସ୍ୟ ଏବଂ ସେମାନେ ପାଣିକୋଇଲିରୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version