ଅପରାଧ

ଗୁଣିଗାରଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା

Published

on

ଗୁଣୁପୁର,୨୬/୦୨:ଗୁଣୁପୁର ଥାନା  ଉକୁମ୍ବାଗୁଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମରେ ଗୁଣିଗାରଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । । ସ୍ୱାମୀ, ସ୍ତ୍ରୀଙ୍କ ସମେତ ଅନ୍ୟ ଜଣଙ୍କୁ ନିର୍ମମ ହତ୍ୟା । ମୃତକମାନେ ହେଲେ ଗୋପାଳ ଶବର, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର ଓ ଜାଙ୍କିଲି ଶବର। ପୋଲିସ ସାଇଣ୍ଟିିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସନ୍ଦେହରେ ଗାଁର ପାଞ୍ଚ ଜଣଙ୍କୁ ଟକ ରଖି ପଚରାଉଚରା କରୁଛି ପୋଲିସ। ଗତ ୨୩ ତାରିଖରୁ ତିନି ଜଣ ନିଖୋଜ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version