ଅପରାଧ

ଜମିବାଡ଼ି ବିବାଦରୁ ହତ୍ୟା

Published

on

କଟକ ୨/୧ : ଜଗତସିଂହପୁର ଜିଲ୍ଲା ଜଙ୍କୋଟିପାଟଣା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଗତ ମଙ୍ଗଳବାର ଦିନ କିଛି ଲୋକ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଜମିବାଡ଼ି ଗଣ୍ଡଗୋଳକୁ ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version