ଅପରାଧ

ବନବିଭାଗ କାର୍ଯ୍ୟାଳୟରୁ ଲୁଟିନେଲେ ଦୁଇ ବାଇକ

Published

on

ଖୋର୍ଦ୍ଧା ୬/୧ : ଖୋର୍ଦ୍ଧା ବନବିଭାଗ କାର୍ଯ୍ୟାଳୟରୁ ଦୁର୍ବୃତ୍ତମାନେ ଦୁଇଟି ବାଇକ ଲୁଟି ନେଇଛନ୍ତି । ଗତକାଲି ବନବିଭାଗ କର୍ମଚାରୀମାନେ ଏକ ସ୍ଥାନରେ ଚଢ଼ାଉ କରି ୭୦ଟି ମୃତ ପକ୍ଷୀ ଓ ଦୁଇଟି ବାଇକ୍ ଜବତ କରିଥିଲେ । ୨ଟି ଯାକ ବାଇକକୁ କାର୍ଯ୍ୟାଳୟରେ ରଖାଯାଇଥିଲା । ତେବେ ଗତ ରାତିରେ ତାହା ଲୁଟ୍ ହୋଇଯାଇଛି । ଶିକାରୀମାନେ ହିଁ ଜବତ ବାଇକ ନେଇଯାଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version