ଅପରାଧ

ଭିଜିଲାନ୍ସ କୋର୍ଟରେ ହାଜର ହେଲେ ଜିତୁ ପଟ୍ଟନାୟକ

Published

on

କେନ୍ଦୁଝର ୫/୧ : ଖଣି ଦୁର୍ନୀତି ମାମଲାରେ ଚମ୍ପୁଆର ପୂର୍ବତନ ବିଧାୟକ ଶନିବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ବିଡ଼ି ପଟ୍ଟନାୟକ ଖଣି ଦୁର୍ନୀତି ମାମଲାରେ ସେ ସମ୍ପୃକ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version