ଅପରାଧ

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ

Published

on

ଭୁବନେଶ୍ୱର ୨୨/୧୨ : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଏୟାର ଏସିଆର ଜଣେ ବିମାନ ଯାତ୍ରୀଙ୍କ ଠାରୁ ବହିଃଶୁଳ୍କ ବିଭାଗ ଅଧିକାରୀମାନେ ଏହି ସୁନା ଜବତ କରିଛନ୍ତି । ଯାତ୍ରୀ ଜଣକ ମାଲେସିଆରୁ ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କଠାରୁ ୨୫୪ ଗ୍ରାମ୍ ସୁନା ଜବତ କରାଯାଇଥିଲା । ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version