ସୋର ୧୨/୧ : ସୋର ଅଂଚଳର ଦହିସଡ଼ା ଗ୍ରାମରେ ଏକ ମାଙ୍କଡ଼ ଉତ୍ପାତରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି । ମାଙ୍କଡ଼ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଛି । ମାଙ୍କଡ଼ଟିକୁ ଧରିବା ପାଇଁ ବନ ବିଭାଗ ସବୁ ପ୍ରକାର ଉଦ୍ୟମ କରୁଥିଲେ ହେଁ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ।