Connect with us

ସୋନପୁର ୬/୪ : ସୋନପୁରରେ ବି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଓ ବିଜେଡ଼ିକୁ ଗରିବିରେ ରାଜନୀତି ଫସଲ ଦେଖାଯାଏ । କଂଗ୍ରେସ ସରକାର ଗରିବଙ୍କୁ ନେଇ ରାଜନୀତି କରୁଛି । କଂଗ୍ରେସ ପାଖରେ ପର‌୍ୟ୍ୟାପ୍ତ ସମୟ ଥିଲେ ଦେଶବାସୀଙ୍କ ପାଇଁ କିଛି ପଦକ୍ଷେପ ନେଲେ ନାହିଁ । ଦେଶରେ କଂଗ୍ରେସ ହଟିଲେ ହିଁ ଧୀରେ ଧୀରେ ଦାରିଦ୍ର‌୍ୟତା ଦୂର ହେବ ।
କଂଗ୍ରେସ ସରକାରରେ ଦେଶ ପଛେଇ ଗଲା । ଦେଶର ଗରିବ କହୁଛି କଂଗ୍ରେସ ହଟାଅ । କଂଗ୍ରେସ ହଟିଲେ ଗରିବି ଆପେ ଆପେ ହଟିଯିବ । ଦେଶରୁ ଦାରିଦ୍ର‌୍ୟତା ହଟାଇବା ପାଇଁ ସବୁଠାରୁ ବଡ଼ ଔଷକ୍ଷ ହେଉଛି କଂଗ୍ରେସ ହଟାଅ । ଭେଦଭାବ ଯୋଗୁଁ ଭାରତ ଆଗକୁ ବଡିପାରିଲା ନାହିଁ । ଫଳରେ ନକ୍ସଲବାଦ ବୃଦ୍ଧି ପାଇଲା । କ୍ଷମତାକୁ ଆସିବା ପାଇଁ କଂଗ୍ରେସ ନେତାମାନେ ବାହାସ୍ପଟ ମାରୁଛନ୍ତି । ଅସମ୍ଭବ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଉଛନ୍ତି । ବିଭିନ୍ନ ଯୋଜନା ଆଣିବା ନେଇ ଜନସାଧାରଣରେ ଭ୍ରମ ସୃଷ୍ଟି କରାଉଛନ୍ତି । କଂଗ୍ରେସ ଯେଉଁ ନୀତି ଆପଣାଇବାକୁ ଚାହୁଁଛି , ସେପରି ହେଲେ ଦେଶରେ ଦରଦାମ ବୃଦ୍ଧିି ପାଇବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଉଥିବା ଶସ୍ତା ଚାଉଳ ଓ ଗହମ ଦାମ ବୃଦ୍ଧି ପାଇଯିବ । କଂଗ୍ରେସର ନେତା ଖୁଲମଖୁଲା ଜନତାଙ୍କୁ ସ୍ୱାର୍ଥପର କହୁଛନ୍ତି । ମଧ୍ୟମବର୍ଗ ନିଜ କଥା ଭାବୁଥିବା କହୁଛନ୍ତି । ମଧ୍ୟମବର୍ଗଙ୍କ ମେରୁଦଣ୍ଡ ଭାଙ୍ଗିଲେ ଦେଶର ବିକାଶ ହେବ ନାହିାଁ ଗରିବଙ୍କ ହକ୍ ମାରୁଥିବା ବ୍ୟକ୍ତିଙ୍କୁ ସୁଯୋଗ ଦେବା ଦରକାର ନାହିଁ ।
କଂଗ୍ରେସ ଓ ବିଜେଡ଼ି ସରକାର ଗରିବିରେ ରାଜନୀତି କରିବା ପାଇଁ ପସନ୍ଦ କରୁଛନ୍ତି । କଂଗ୍ରେସ ପରି ବିଜେଡ଼ି ସରକାର ସମାନ କାମ କରୁଛି । ଚୌକିଦାରକୁ ପସନ୍ଦ କରୁନାହାନ୍ତି ବିରୋଧୀ । ମୋଦିଙ୍କୁ ହଟାଇବା ପାଇଁ ମହାମେଂଟ ଆରମ୍ଭ ହୋଇଛି । ଏହି କାରଣରୁ ଓଡ଼ିଶାବାସୀ ଅସବିଧାରେ ରହିଛି । ବିଜେଡ଼ି ସକରାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଦୁଇ ଦଶକ ହେଲା ରାଜ୍ୟରେ ବିଜେଡ଼ି ସକରାର ରହିଛି । ଓଡ଼ିଶାରେ କୋଇଲା, ଧାତୁ, ଜଙ୍ଗଲ ଜଳର କୌଣସି ସମସ୍ୟା ନାହିଁ । ହେଲେ କେଉଁ କାରଣରୁ ଓଡ଼ିଶା ବିକାଶର ଦୌଡ଼ରେ ପଛେଇ ଗଲା । ନବୀନ ବାବୁଙ୍କ ପୂର୍ବରୁ ଏଠାରେ କଂଗ୍ରେସ ସରକାର ଥିଲା ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions