ଭୁବନେଶ୍ୱର: ସମ୍ପର୍କ ଓ ସଂଘର୍ଷ ତାଙ୍କ ଗୀତିକାର ଜୀବନର ସୃଜନ ଭୂମି ବୋଲି କହିଛନ୍ତି ଖ୍ୟାତନାମା ଗୀତିକାର ସଚ୍ଚି ମହାନ୍ତି | ସଫଳ ଗୀତି କବିତା ଲେଖିବା ପାଇଁ ନିଷ୍ଠା, ଅଧ୍ୟୟନ ଓ ପର୍ଯ୍ୟବେକ୍ଷଣ ଦରକାର...
ଭୁବନେଶ୍ୱର: ସାରଦାପ୍ରସାଦଙ୍କ ଗଳ୍ପରେ ଜୀବନବୋଧ ପାଠକଙ୍କୁ ମୋହଗ୍ରସ୍ତ କରେ |ତାଙ୍କ ଗଳ୍ପ ରଚନାର ଭାଷା ଓ କାରିଗରୀ ଥିଲା ଅସାଧାରଣ |ବିଶିଷ୍ଟ କଥାକାର ସ୍ୱର୍ଗତ ସାରଦା ପ୍ରସାଦ ମିଶ୍ରଙ୍କ ସ୍ମରଣ ସଭାରେ ଅତିଥିମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି...
ଭୁବନେଶ୍ୱର: ସୃଷ୍ଟି ଗଳ୍ପମୟ | ଗୋଟିଏ ଅସାଧାରଣ ଉପଲବ୍ଧିରୁ ଗପ ଉତୁରି ଆସେ | ଚାରିପାଖର ଦୃଶ୍ୟ, କୋଳାହଳ ଓ ଚରିତ୍ରରୁ ଗପର ଉପାଦାନ ସଂଗ୍ରହ କରନ୍ତି ବୋଲି କଥାଶିଳ୍ପୀ ଡ. ଅଭୟ ବାରିକ ଉଲ୍ଲେଖ...
ଭୁବନେଶ୍ୱର: ପ୍ରହରାଜ ସତ୍ୟ ନାରାୟଣ ନନ୍ଦ ଏକାଧାରରେ କଵି, ଅନୁବାଦକ, ଆଲୋଚକ ଓ ସମ୍ପାଦକ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲେ | ତାଙ୍କ ସର୍ଜନା ସମ୍ପର୍କରେ ଯଥାର୍ଥ ଆକଳନ ହୋଇନାହିଁ |ସେ ପ୍ରକୃତି ଓ ଭାରତୀୟ...
ଭୁବନେଶ୍ୱର: ଭାବ, ଭାବନା, କଳ୍ପନା ଓ ଅନୁଭବର ହୃଦୟଗ୍ରାହୀ ପ୍ରକାଶ ହେଉଛି ସାହିତ୍ୟ । ଏହା ଅସ୍ମିତାର ପରିଚୟ । ଏହା ବିସ୍ତୃତ ହେଲେ ସଫଳତା ମିଳେ ବୋଲି ପ୍ରସିଦ୍ଧ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ...
ଭୁବନେଶ୍ୱର: ଯେକୌଣସି ବିକଶିତ ସଭ୍ୟତା ସାହିତ୍ୟ ଓ ସଂସ୍କୃତିକୁ ନେଇ ଗର୍ବ କରିଥାଏ। ସେହିପରି ସତ୍ ସାହିତ୍ୟ ସବୁବେଳେ ମଣିଷର ଆତ୍ମାର ସ୍ୱରକୁ ଉପସ୍ଥାପନ କରିଥାଏ। ଏହା ମଣିଷପଣିଆର ଜୟଗାନ କରେ । ପ୍ରକୃତ ସାହିତ୍ୟ...
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ର ଲୋକାର୍ପଣ...
ଭୁବନେଶ୍ୱର: ବୃତ୍ତି ଓ ପ୍ରବୃତ୍ତିରେ ଯଥାର୍ଥ ଅଂଶୀଦାର ହୋଇ ନିଜର ତଥା ଅନୁଭବର ସମନ୍ୱୟରେ ଭଲ ଗପ ଉତୁରିଥାଏ | ସଫଳ ଗଳ୍ପ ରଚନା ନିମନ୍ତେ ଗବେଷଣା କରିବା ମଧ୍ୟ ଜରୁରୀ ବୋଲି ବିଶିଷ୍ଟ କଥାଶିଳ୍ପୀ...
ଭୁବନେଶ୍ୱର: ସାଧାରଣ ମଣିଷମାନଙ୍କୁ ମୋ ଲେଖାରେ ଚରିତ୍ର କରେ ଓ ସତ୍ୟର ପରଦା ଉଠାଇବାକୁ ଚେଷ୍ଟା କରେ ବୋଲି କଥାଶିଳ୍ପୀ ଡ଼. କବିତା ବାରିକ ଉଲ୍ଲେଖ କରିଛନ୍ତି | ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ...
ଭୁବନେଶ୍ୱର: ବିଶିଷ୍ଟ ଲେଖକ, ଗବେଷକ, ନାଟ୍ୟକର୍ମୀ ଓ ଲୋକସଂସ୍କୃତି ବିଶେଷଜ୍ଞ ସୁରେଶ ବଳବନ୍ତରାୟଙ୍କ ୭୧ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସଂସ୍କୃତି ଗବେଷକ ଡ. ସୁଧୀର କୁମାର ସାହୁଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ...