ଅପରାଧ

୫ ବର୍ଷର ନାବାଳିକାକୁ ଦୁଷ୍କର୍ମ

Published

on

ବାରିପଦା ୧୬/୧ : ବଡ଼ସାହି ଅଂଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଜଣେ ଯୁବକ ତାକୁ ଭୁଲାଇ ନେଇ ଏଭଳି ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ପିଲାଟିର ବୟସ ୫ ବର୍ଷ । ତାକୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଷ୍କର୍ମ ପରେ ଦୁର୍ବୃତ୍ତ ପରେ ଫେରାର ହୋଇଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version