କଟକ ୩୧/୧୨ : ଅବକାରୀ ବିଭାଗ କଟକର ବାଦାମବାଡ଼ି ଅଂଚଳରେ ଚଢ଼ାଉ କରି ୬୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ।...
ଭୁବନେଶ୍ୱର ୩୦/୧୨ : କାଳିଆ ଯୋଜନାକୁ ନେଇ ଏବେ ରାଜନୀତି ଜୋର ଧରିଲାଣି । ଶାସକ ଓ ବିରୋଧୀ ଦଳ ପରସ୍ପର ବିରୁଦ୍ଧରେ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ କରିଦେଇଛନ୍ତି । ‘କାଳିଆ’ ଯୋଜନା ଆରମ୍ଭ...
ଦିଲ୍ଲୀ ୩୦/୧୨ : ଏଣିକି ଜଳ, ସ୍ଥଳ ଓ ଆକାଶରେ ଆଣବିକ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି କିଛିବର୍ଷ ମଧ୍ୟରେ ଦେଶର ଆଣବିକ ଯୁଦ୍ଧ-କୋ÷ଶଳ କ୍ଷମତା ଯଥେଷ୍ଟ ବୃଦ୍ଧି...
ଭୁବନେଶ୍ୱର ୩୦/୧୨ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭବନେଶ୍ୱରରେ ଉଜ୍ଜ୍ୱଳା ଦାନିଟାରୀ ନାପକିନ୍ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ରେଲୱେ ଅଡିଟୋରିୟମ୍ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନାପକିନ୍ ଉତ୍ପାଦନ ବ୍ୟବସ୍ଥା ଆରମ୍ଭ...
ବାରିପଦା ୩୦/୧୨ : ଉଦଳା ଅଂଚଳର ଜଣେ ନାବାଳିକାକୁ ବିବାହ କରିବାକୁ ଯାଇ ଉତ୍ତରପ୍ରଦେଶର ଜଣେ ଯୁବକ ହଟହଟା ହୋଇଛନ୍ତି । ଏହି ନାବାଳିକାଙ୍କ ବାପ-ମା’ ଆରପାରିକୁ ଚାଲିଯାଇଥିବାରୁ ସେ ଉଦଳା ଅଂଚଳରେ ରାଢ଼ୋ ଗ୍ରାମରେ...
ଭୁବନେଶ୍ୱର ୩୦/୧୨ : ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରଚଣ୍ଡ ଶୀତ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୭ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ ତଳକୁ ଖସିଯାଇଛି । ଏଭଳି ଶୀତ ପ୍ରବାହ...
କୋଲକାତା ୩୦/୧୨ : ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ମୃଣାଳ ସେନ ଆଉ ନାହାନ୍ତି । ରବିବାର ସକାଳେ ୯୫ ବର୍ଷ ବୟସରେ ଏଠାରେ ତାଙ୍କର ପରଲୋକ ହୋଇଯାଇଛି । ପ୍ରଯୋଜନା ଓ ନିର୍ଦ୍ଦେଶନା...
ବାଲିଗୁଡ଼ା ୩୦/୧୨ : ନିକଟବର୍ତ୍ତୀ ମାଓ ଅଂଚଳରେ ଚଢ଼ାଉ କରାଯାଇ ବହୁ ପରିମାଣର ଗଞ୍ଜେଇ ଫସଲ ନଷ୍ଟ କରାଯାଇଛି । ପୋଲିସ, ସିଆରପିଏଫ୍ ଓ ଅବକାରୀ ବିଭାଗର କର୍ମଚାରୀମାନେ ୧୫୦ ଏକରରୁ ଉଦ୍ଧ୍ୱର୍ ଜମିରେ ଚାଷ...
ଖୋର୍ଦ୍ଧା ୩୦/୧୨ : ଖୋର୍ଦ୍ଧା ଗୁରୁଜଙ୍ଗ ୧୮ନଂ ୱାର୍ଡରେ ବୋମାମାଡ଼ ହୋଇଛି । ଗତକାଲି ମଧ୍ୟରାତ୍ରିରେ ୪ଜଣ ଯୁବକ ବାଇକ୍ରେ ଆସି ପ୍ରକାଶ ରାଉତରାୟ ନାମକ ଜଣେ ବ୍ୟବସାୟୀଙ୍କ ଘର ଉପରେ ବୋମା ମାଡ଼ କରି...
କେନ୍ଦ୍ରାପଡ଼ା ୩୦/୧୨ : ଭିତରକନିକା ଅଭୟାରଣ୍ୟରେ ଏକ ବଉଳା କୁମ୍ଭୀରର ମୃତ୍ୟୁ ଘଟିଛି । ପାଟଶାଳା ନଦୀରେ ରବିବାର ସକାଳେ କୁମ୍ଭୀରର ମୃତ ଦେହ ଭାସୁଥିବାର ଦେଖାଯାଇଥିଲା । କର୍ତ୍ତୃପକ୍ଷ ମୃତ ଦେହକୁ ଉଦ୍ଧାର କରିଥିଲେ...
Recent Comments