ଲକ୍ଷେ୍ନା÷ ୫/୧ : ଉତ୍ତର ପ୍ରଦେଶରେ ବିରୋଧୀ ମେଣ୍ଟରେ କଂଗ୍ରେସ ସାମିଲ ହୋଇପାରିନାହିଁ । ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ନେଇ ଏନଡିଏ ବିରୁଦ୍ଧରେ ମହାମେଣ୍ଟ ପାଇଁ ବହୁ ଦିନରୁ ପ୍ରୟାସ...
ଭୁବନେଶ୍ୱର ୫/୧ : ଓଡ଼ିଶାର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ଅକାଳ ବିୟୋଗ ଘଟିଛି । ସେ ଛାତରୁ ପଡ଼ି ଗୁୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଶନିବାର କଟକର...
ଭୁବନେଶ୍ୱର ୫/୧ : ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭେଟିଛନ୍ତି । ଭର୍ତ୍ତୃହରିଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ...
ଲକ୍ଷେ୍ନା÷ ୫/୧ : ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକଦା ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ମହିଳା ଆଇଏଏସ ବି.ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢ଼ାଉ କରିଛି । ଆଜି ସକାଳୁ ସିବିଆଇ...
କେନ୍ଦୁଝର ୫/୧ : ଖଣି ଦୁର୍ନୀତି ମାମଲାରେ ଚମ୍ପୁଆର ପୂର୍ବତନ ବିଧାୟକ ଶନିବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ତାଙ୍କୁ ନୋଟିସ ଜାରି କରାଯାଇଥିଲା ।...
ସୁନ୍ଦରଗଡ଼ ୫/୧ : ବ୍ରଜରାଜନଗରର ଜଣେ ନାବାଳିକାକୁ ହରିଆଣାରେ ବିକ୍ରି କରିଦେଇଥିବା ଅଭିଯୋଗରେ ବ୍ରଜରାଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ନାବାଳିକାର ସମ୍ପର୍କୀୟ ବଡ଼ବାପା ଟଙ୍କାଧର ବାଗ ଓ ଦଲାଲ ଅଜୟ...
କଟକ ୫/୧ : ଦଳେ ହାତୀଙ୍କ ପାଇଁ ଶନିବାର ସକାଳୁ ଆଠଗଡ଼ ଅଂଚଳର ୫ନଂ ଜାତୀୟ ରାଜପଥ କେତେଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଖୁଣ୍ଟୁଣୀର ବଉଳ ଛକରେ ।...
ସମ୍ବଲପୁର ୫/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ବିବାଦୀୟ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ ଧ୍ରୁବରାଜ ସୁନାଙ୍କ ବିରୁଦ୍ଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ତାଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା...
ଭୁବନେଶ୍ୱର ୪/୧ : ଏଣିକି ଶିକ୍ଷିତ ଗ୍ରାଜୁଏଟ କନଷ୍ଟେବଳ ଓ କ୍ରିମିନାଲ ଇଣ୍ଟେଲିଜେନ୍ସ ହାବିଳଦାରମାନଙ୍କୁ ତଦନ୍ତ ଅଧିକାର ମିଳିବ । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଫୋ÷ଜଦାରୀ ଦଣ୍ଡବିଧି...
ଭୁବନେଶ୍ୱର ୪/୧ : ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରେ ଏହାର ପ୍ରଥମ ସମାବର୍ତନ ଉତ୍ସବ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେଉଛି । ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ...
Recent Comments