ଭୁବନେଶ୍ୱର ୨/୧ : ବିଜୁ କୃଷକ କଲ୍ୟାଣ ଯୋଜନା -୨ରେ ସାମିଲ ହେବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ୪୪ ହଜାର ହିତାଧିକାରୀ । ଡିସେମ୍ବର ୩୧ ତାରିଖ ପରେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା...
ନୂଆଦିଲ୍ଲୀ ୨/୧ : ଏଆଇଡିଏମକେର ସଦସ୍ୟମାନେ ବୁଧବାର ଲୋକସଭାରେ ବିଶୃଙ୍ଖଳ ଆଚରଣ କରିବାରୁ ଦଳର ୨୬ ଜଣ ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବିତ କରାଯାଇଛି । କାବେରୀ ନଦୀରେ କର୍ଣ୍ଣାଟକ କରୁଥିବା ମେକେଦାତୁ ପ୍ରୋଜେକ୍ଟ...
ଥିରୁବନ୍ତପୁରମ୍ ୨/୧ : ବହୁ ଚର୍ଚ୍ଚିିତ ସାବରିମାଳା ମନ୍ଦିରରେ ବୁଧବାର ଦୁଇ ମହିଳା ପଶି ପୂଜାର୍ଚ୍ଚନା କରିଛନ୍ତି । ସବୁପ୍ରକାର କଟକଣା ସେ ୍ୱ ବିନ୍ଦୁ ଓ କନକଦୁର୍ଗା ନାମ୍ନୀ ଦୁଇ ମହିଳା ଭୋର ୩ଟା...
ନୂଆଦିଲ୍ଲୀ ୨/୧ : ହଟ୍ଟଗୋଳ ରାଜ୍ୟସଭାରେ ବୁଧବାର ବି ୩ ତଲାକ ବିଲ୍ ଆଗତ ହୋଇପାରିଲା ନାହିଁ । ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିଲ୍ରେ ସଂଶୋଧନ ଦାବି କରି କଂଗ୍ରେସ ଓ ଅନ୍ୟକେତେକ ଦଳ...
ଅନୁଗୁଳ ୨/୧ : ଅନୁଗୁଳ-ଛେଣ୍ଡିପଦା ୬୩ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କୁ...
ରାଇରଙ୍ଗପୁର ୨/୧ : ସ୍ଥାନୀୟ ଲୋମାନେ ବୁଧବାର ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାଇରଙ୍ଗପୁର ଓ ଟାଟା ମଧ୍ୟରେ ସଡ଼କ ଯୋଗାଯୋଗ ଏକପ୍ରକାର...
ସୋରଡ଼ା ୨/୧ : ସୋରଡା ଅନ୍ତର୍ଗତ ଗୋଛାମିଲ ଗ୍ରାମ ନକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ବୁଧବାର ସକାଳୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ବେଣୁଧର ମଲ୍ଲିକ ନାମକ ଏହି ବ୍ୟକ୍ତିଙ୍କୁ କେହି ହତ୍ୟାକରି...
କଟକ ୨/୧ : ଜଗତସିଂହପୁର ଜିଲ୍ଲା ଜଙ୍କୋଟିପାଟଣା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଗତ ମଙ୍ଗଳବାର ଦିନ କିଛି ଲୋକ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । କଟକ ବଡମେଡିକାଲରେ ଚିକିତ୍ସିତ...
ହିନ୍ଦୋଳ ୨/୧ : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଦୁଦୁରକୋଟ ଜଙ୍ଗଲରେ ଏକ ଦନ୍ତା ହାତୀର ଶବ ଠାବ କରାଯାଇଛି । ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ହାତୀର ମୃତ ଦେହ ଦେଖି ବନ ବିଭାଗକୁ...
ଭୁବନେଶ୍ୱର ୧/୧ : ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସ୍ଥାନୀୟ ବିଧାୟକ ତଥା କୃଷୀମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ଅଟଳ ରହିଛି । ତାଙ୍କ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠନ...
Recent Comments