ପୁରୀ ୨/୨ : ଜନଜାତିର ବିକାଶ ପାଇଁ କେନ୍ଦ୍ର ସରକାର ଗତ ସାଢ଼େ ୪ ବର୍ଷ ମଧ୍ୟରେ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ବିଜେପି ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ରାମ ବେରାତ ନେତମ ପ୍ରକାଶ...
ଭୁବନେଶ୍ୱର ୨/୨ : ରାଜ୍ୟ ସରକାର ଚିଟଫଣ୍ଡ ତଦନ୍ତ ପାଇଁ ଗଠନ କରିଥିବା ଜଷ୍ଟିସ ଏମଏମ ଦାସ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଛନ୍ତି । ଆସନ୍ତା ୪ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ପୂରିବାର...
ସୁନ୍ଦରଗଡ଼ ୨/୨ : ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଭୀମଘାଟିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କେତେକ ଦୁର୍ବୃତ୍ତଏକ ଟ୍ରକକୁ ଅଟକାଇ ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗି ଟ୍ରକ ନେଇ...
କୋଲକାତା ୨/୨ : ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଠାକୁରନଗର ଠାରେ ଶନିବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭା ଚାଲିଥିବାବେଳେ ଆଜି ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଲୋକଙ୍କ...
ନୟାଗଡ଼ ୨/୨ : ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଗୋଛାବାରି ବ୍ରିଜ ତଳେ ବହୁ ପରିମାଣର ଔଷଧ ଫିଙ୍ଗା ଯାଇଥିବା ଘଟଣା ବେଶ୍ ଆଲୋଡ଼ନ ସୃଷ୍ଟି କରିଛି । ଅଳ୍ପ କିଛି ଦୂରରେ ନୂଆଗଡ଼ିଆ ସାହି ଗୋଷ୍ଠୀ...
ନୟାଗଡ଼ ୨/୨ : ନୟାଗଡ଼ ଗୋପୀନାଥପୁର ଅଂଚଳରେ ପୋଲିସ ଏକ ଚୋରା ବନ୍ଧୁକ କାରଖାନା ଜବତ କରିଛି । ସେଠାରୁ ୫ଟି ବନ୍ଧୁକ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି...
ବାଲିଗୁଡ଼ା ୨/୨ : ଅବକାରୀ ବିଭାଗର କର୍ମଚାରୀମାନେ ବାଲିଗୁଡ଼ା ଗୁମ୍ମାପଦର ଛକରୁ ୭୦ କିଲୋ ଗଞ୍ଜେଇ ଜବତ କରିଛନ୍ତି । ସେଠାରୁ ଭୁବନେଶ୍ୱରକୁ ଟମାଟୋ ବୋଝେଇ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ...
ରାଉରକେଲା ୨/୨ : ରାଉରକେଲା ନିକଟବର୍ତ୍ତି ଝାଡ଼ଖଣ୍ଡ ଚକ୍ରଧରପୁର ଅଂଚଳର ସେମରା ଗାଁରେ ମାଓବାଦୀମାନେ ଗତ ରାତିରେ ଲଙ୍କାକାଣ୍ଡ ଘଟାଇଛନ୍ତି । ସେଠାରେ ଏକ ପୋଲ ତିଆରି କାମ ଚାଲିଥିବାବେଳେ ୧୨ ରୁ ୧୪ ଜଣ...
ବଣାଇ ୨/୨ : କେ ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳପଟ୍ଟା ଅଂଚଳରୁ ମାଓବାଦୀମାନେ ପୋତିଥିବା ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ଲ୍ୟାଣ୍ଡମାଇନଟିର ଓଜନ ପ୍ରାୟ ୧୫ କିଲୋ । ପୋଲିସ ଓ ସିଆରପିଏଫ ଯବାନମାନେ କମ୍ବିଂ...
ସମ୍ବଲପୁର ୧/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବଲପୁର ଗସ୍ତ କରି ଜିଲ୍ଲା ପାଇଁ ୪୩୮ କୋଟି ଟଙ୍କାର ଜନହିତକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି । ସେ ୧୦୦ କୋଟି ଟଙ୍କାରେ ନିର୍ମିତ ୧୯ଟି...
Recent Comments