ଢ଼େଙ୍କାନାଳ ୨୨/୨ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ ନିର୍ୟ୍ୟାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ରେହମାନ ଓରଫ ଡାଡ଼ିଙ୍କ ଜାମିନ ପୁଣି ଥରେ ଖାରଜ ହୋଇଛି । ଏହା ସହ ଉଦିତ୍ କୁମାର ଲିମାଙ୍କ...
ଜଟଣୀ ୨୨/୨ : ପୂର୍ବ ଶତ୍ରୁତାରୁ ଛୁରି ଭୁସି ହତ୍ୟା କଲା ପଡୋଶୀ ।ଏପରି ଏକ ଜଘନ୍ୟ ଘଟଣା ଜଟଣୀ ଅଂଚଳରେ ଘଟିଛି । ଜଟଣୀ ବିକାଶନଗରରେ ରାକେଶ ତ୍ରିପାଠୀ ନାମକ ଜଣେ ଯୁବକଙ୍କୁ ତାଙ୍କ...
ଭୁବନେଶ୍ୱର ୨୨/୨ : ବିମାନ ବନ୍ଦରରୁ ପୁଣି ୨୮୩ ଗ୍ରାମ ସୁନା ଜବତ କରିଛି ଭୁବନେଶ୍ୱର ପୋଲିସ । ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କ ବୋତାମରେ ସୁନା ସ୍ମଗଲିଂ ହେଉଥିଲା । ଏହି ସମୟରେ...
ଭୁବନେଶ୍ୱର ୨୨/୨ : ରାଜ୍ୟର ସମସ୍ତ ୪୧ଟି ଶୀତଳ ଭଣ୍ଡାର ବନ୍ଦ ହେବ । ତିନି ବର୍ଷ ଭିତରେ ଆଳୁ ମିଶନରେ ଗଢ଼ିଉଠିଥିବା ୨୬ଟି ଘରୋଇ ଶୀତଳଭଣ୍ଡାର ରହିଛି । ରାଜ୍ୟରେ ସେମୋଟ ୪୧ଟି ଶୀତଳ...
ଭୁବନେଶ୍ୱର ୨୨/୨ : ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ ଅଂଚଳରେ ବାଘର...
ଅସ୍ତରଙ୍ଗ ୨୨/୨ : ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଅସ୍ତରଙ୍ଗର ତାଳଦା ଦୀପାଂଚଳରେ । ଏହି ଅଂଚଳରୁ ପ୍ରାୟ ୫୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା...
ଜୟପୁର ୨୨/୨ : ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି...
ଭୁବନେଶ୍ୱର ୨୨/୨ : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପ୍ରଶ୍ନପତ୍ର...
ଭୁବନେଶ୍ୱର ୨୧/୨ : ସାରା ଦେଶରେ କୃଷକଙ୍କ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା ପ୍ରସଂଶା ସାଉଣ୍ଟୁଛି । ଆଉ ଏହି ଯୋଜନା ‘କାଳିଆ’ ଯୋଜନାରେ ବର୍ତ୍ତମାନ ସୁଦ୍ଧା କେତେଜଣ ହିତାଧୀକାରୀ ସାମିଲ ହୋଇଛନ୍ତି...
ନୂଆଦିଲ୍ଲୀ ୨୧/୨ : ବଢ଼ିଲା ଇପିଏଫ ସୁଧ ହାର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସୁଧହାର ବଢ଼ିଲା । ସୂଚନା ମୁତାବକ ୨୦୧୮-୧୯ ବର୍ଷ ପାଇଁ ସୁଧ ହାର ୮.୫୫% ରୁ ୮.୬୫%କୁ ବୃଦ୍ଧି କରାଯାଇଛି...
Recent Comments