ଭୁବନେଶ୍ୱର ୨୧/୩ : ଆଇଗିଣିଆ ନିକଟରେ ଏକ ବସ ନିଆଁ ଲାଗି ଜଳିଯାଇଛି । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ କରାଯାଇଛି । ଭୁବନେଶ୍ୱର ଆଇଗିଣିଆ ନିକଟରେ ବସଟି...
ଭୁବନେଶ୍ୱର ୨୧/୩ : ଦାମୋଦର ରାଉତଙ୍କ ପତ୍ନୀଙ୍କ ବିୟୋଗରେ ଆଜି ତାଙ୍କ ବାସଭବନରେ ପହଚିଂଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ପତ୍ନୀ ସ୍ନେହଲତାଙ୍କୁ ଶେଷ ଶ୍ରଦ୍ଧାଂଜଳୀ ଦେଇଥିଲେ ନବୀନ । ଦୀର୍ଘ ଦିନ ଧରି...
ପାରାଦୀପ ୨୧/୩ : ।ସାନ ଭାଇକୁ ତା ନିଜ ବଡ଼ ଭାଇ ଭୁଜାଲିରେ ହାଣି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପରେ । ପାରାଦୀପ ନୂଆବଜାର କଲୋନୀରେ ଗୋଟିଏ ପରିବାରର ଦୁଇ...
ଜମ୍ମୁକାଶ୍ମୀର ୨୧/୩ : ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ଶୋପିଆଁରେ ସୁରକ୍ଷାବାହିନୀ ଆତଙ୍କୀଙ୍କୁ ଘେରି ରହିଥିଲା । ସେହି ଭଳି ସୋପୋରେ ଆତଙ୍କୀମାନେ ସିଆରପିଏଫର କ୍ୟାମ୍ପ ଉପରେ...
ନୂଆଦିଲ୍ଲୀ ୨୧/୩ : ଭାରତ ଉପରେ ଆକ୍ରମଣ ହେଲେ ସୃଷ୍ଟି ହେବ ଜଟିଳ ପରିସ୍ଥିତି । ହ୍ୱାଇଟ ହାଉସର ଜଣେ ଅଧିକାରୀ ଆଜି ଏନେଇ ଗଣମାଧ୍ୟମକୁ କହିଛନ୍ତି । ନିଜ ନାମ ନ କହିବା ସର୍ତରେ...
ନୂଆଦିଲ୍ଲୀ ୨୧/୩ : ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନୀ ପ୍ରଚାରରେ ସେନାର କୌଣସି କାର୍ୟ୍ୟକଳାପକୁ ମାଧ୍ୟମ କରିବା ଅନୁଚିତ ବୋଲି ନିର୍ବାଚନ କମିସନ କହିଛନ୍ତି । ବିଭିନ୍ନ ନିର୍ବାଚନୀ ବିଜ୍ଞାପନରେ ସେନାର ବ୍ୟକ୍ତିତ୍ବଙ୍କ...
ପଂଚକୁଲାର ୨୧/୩ : ପଂଚକୁଲାର ଏନଆଇଏ ସ୍ପେଶାଲ କୋର୍ଟ ଏନେଇ ବୁଧବାର ଶୁଣାଣି କରି ରାୟ ଦେଇଛନ୍ତି । ସ୍ୱାମୀ ଅସୀମାନନ୍ଦ, ଲୋକେଶ ଶର୍ମା, କମଲ ଚୌହ୍ୱାନ ଏବଂ ରାଜେନ୍ଦ୍ର ଚୌଧରୀଙ୍କୁ କୋର୍ଟ ଦୋଷ ମୁକ୍ତ...
ଜାମ୍ମୁ ୨୧/୩ : ନିଜର ୩ ଜଣ ସାଥୀ ଯବାନଙ୍କୁ ଗୁଳିମାଡ଼ କରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ୩ ଜଣଙ୍କୁ ଗୁଳି ମାରିଥିବା ଯବାନ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା...
ଛତ୍ରପୁର ୨୦/୩ : ନବୀନ ପଟ୍ଟନାୟକ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନବୀନ ପଟ୍ଟନାୟକ ଛତ୍ରପୁର ସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର...
ଗୋଆ 20/3 : ପ୍ରମୋଦ ସାୱନ୍ତଙ୍କ ଗୋଆ ବିଜେପି ସରକାର ବହୁମତର ପ୍ରମାଣ ଦେବାରେ ସଫଳ ହୋଇଛି । ଗୋମନ୍ତକ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ମେଂଟ ସରକାର କରିଥିବା...
Recent Comments