ମୟୁରଭଞ୍ଜର ୨୫/୪ : ଆଜି ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାରବେଳେ ନାଁ ନ ନେଇ ଜଣେ କେନ୍ଦମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି, ରଘୁନାଥ ମୁର୍ମୁ ମେଡିକାଲ କଲେଜ ପାଇଁ...
bêaù^gße 25/4 : ବିଜେଡ଼ି ଟାର୍ଗେଟରେ ବୈଜୟନ୍ତ । ଇମ୍ଫା କମ୍ପାନୀକୁ ନେଇ ବିଜେଡ଼ି ରାଡ଼ାରରେ କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡ଼ି କହିଛି, ବୈଜୟନ୍ତ ପଣ୍ଡା ବାରମ୍ବାର କହି ଆସୁଛନ୍ତି...
କଣାସ ୨୫/୪ : ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଣାସ ବୁଥରେ ଆକ୍ରମଣ ଘଟଣାକୁ ନେଇ ସତ୍ୟବାଦୀ ବିଜେପି ପ୍ରାର୍ଥ ଓମ୍ ପ୍ରକାଶ ମିଶ୍ରକୁ ଖୋଜୁଛି ପୋଲିସ । ଏହି ଘଟଣାରେ ସେ ଫେରାର ହୋଇଯାଇଛନ୍ତି । ତେବେ...
ନୂଆଦିଲ୍ଲୀ ୨୫/୪ : ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଫେବୃୟାରୀ ୨୬ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା । ବାୟୁସେନା ତରଫରୁ ଗୋଟିଏ ରିପୋର୍ଟ ପ୍ରଦାନ କରାଯାଇଥିଲା । ଯାହା ମୁତାବକ ୬...
ଜାମ୍ମୁ-କାଶ୍ମୀର ୨୫/୪ : ଦକ୍ଷିଣ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହାରାରେ ଗୁରୁବାର ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଆତଙ୍କବାଦୀ ନିହତ । ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।...
ନୂଆଦିଲ୍ଲୀ ୨୫/୪ : ବର୍ଡରରେ ସେନାର ଅପରେସନ୍ କୁ ଶକ୍ତିଶାଳୀ କରିବା ପାଇଁ ଭାରତ ତରଫରୁ ମେଗା ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଏହି ପ୍ରସ୍ତୁତିରେ ବର୍ଡରରେ ଭାରତୀୟ ସେନାର ମନୋବଳ ଉଚ୍ଚ ରହିବ ।...
ନୂଆଦିଲ୍ଲୀ ୨୫/୪ : ବଜାରକୁ ଆସିଲା ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା । ମଲାଓ୍ୱି ପ୍ରଥମେ ଏହାକୁ ଲଞ୍ଚ କରିବାକୁ ଚାହୁଁଥିବା ବେଳେ ଏହି ନିଷତ୍ତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଇଲଟ୍...
ନୂଆଦିଲ୍ଲୀ ୨୫/୪ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଏବଂ ତାଙ୍କ ଅଭିଯୋଗ ସହ ଜଡିତ ଥିବା ମାମଲାରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ବେଞ୍ଚ୍ ରେ କଡା କାର୍ୟ୍ୟାନୁଷ୍ଠାନ...
ବାରାଣାସୀ ୨୫/୪ : ବାରାଣାସୀ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇବାକୁ ନେଇ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇ ଅଜୟ ରାୟଙ୍କୁ...
ବାରିପଦା ୨୫/୪ : ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ । ଏହା ପରେ କପ୍ତିପଦାରେ ଦଳ ପକ୍ଷରୁ...
Recent Comments