ନେପାଳ ୨୪/୪ : ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଭୂମିକମ୍ପର ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳର ଧାନ୍ଦିଙ୍ଗ ଜିଲ୍ଲାର...
ବ୍ରହ୍ମଗିରି ୨୩/୪ : ବ୍ରହ୍ମଗିରିରେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନରେ ଯାଉଥିବାରୁ କମାଶାସନ୨୨୨ ନମ୍ବର ବୁଥରେ ଗ୍ରାମବାସୀ ଇଭିଏମ ଭାଙ୍ଗିଦେଇଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ଗ୍ରାମବାସୀ ଇଭିଏମ ଭାଙ୍ଗିଦେଇଛନ୍ତି ।...
ଢେଙ୍କାନାଳ ୨୩/୪ :ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ବୁଥରେ ଟଳିପଡ଼ିବା ପରେ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ପୋଲିଂ ବୁଥରେ ଜଣେ ପୋଲିଂ ଅଧିକାରୀଙ୍କ...
ଭୁବନେଶ୍ୱର ୨୩/୪ : ସନ୍ଧ୍ୟା ୬ ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳର...
ପଶ୍ଚିମବଙ୍ଗ ୨୩/୪ : ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟରେ ଉପୁଜି ଥିବା ନିର୍ବାଚନୀ ହିଂସା ଯୋଗୁ ୩ ଜଣ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ମୁରସିଦାବାଦସ୍ଥିତ ଡୋମକଲ୍ ମୁନିସିପାଲଟି...
ଶ୍ରୀଲଙ୍କା ୨୩/୪ : ଶ୍ରୀଲଙ୍କାରେ ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଇସଲାମିକ ଷ୍ଟେଟ । ଏନେଇ ଏକ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆତ୍ମଘାତୀ ଆକ୍ରମଣରେ ଲଗାତାର ମୃତକଙ୍କ ସଂଖ୍ୟା...
ବଡମ୍ବା ୨୩/୪ : ଇଭିଏମରେ ତ୍ରୁଟି । ବଡମ୍ବା ବିଧାନସଭା ଆସନର ଗୋଟିଏ ବୁଥରେ ନିର୍ବାଚନ ସ୍ଥଗିତ କରାଯାଇଛି । ୧୯୬ ନମ୍ବର ବୁଥରେ ନିର୍ବାଚନକୁ ସ୍ଥଗିତ କରଯାଇଛି । ଭିଭିପାଟରେ ପରିଚାଳନାଗତ ସମସ୍ୟା ପାଇଁ...
ନୂଆଦିଲ୍ଲୀ ୨୩/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଶର ସର୍ବୋଚ୍ଚ ନ୍ୟୟାଳୟ ମଙ୍ଗଳବାର ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଏକ ନୋଟିସ୍ ଜାରି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୁପ୍ରିମକୋର୍ଟରେ ରାଫେଲ୍ ଚୁକ୍ତି ନେଇ ମାମଲା...
ପୁରୀ ୨୩/୪ : ରାଜା ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଆଉ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସରକାର ବାଛିବା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ । ତୃତୀୟ ପର୍ୟ୍ୟାୟରେ...
ଭୁବନେଶ୍ୱର ୨୩/୪ : ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ବିଜେଡି ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିଂ ବୁଥରେ ଭୋଟରଙ୍କୁ...
Recent Comments