ନୂଆଦିଲ୍ଲୀ:ଉପ ରାଷ୍ଟ୍ରପତି ଭେଙ୍କେୟ। ନାଇଡୁଙ୍କ ଲେଖା ଚୋରି । ପାର୍ଥ ପ୍ରତିମ ମଜୁମଦାରଙ୍କ ହିନ୍ଦୁ ଖବରକାଗଜର ଓପେନ ପେଜରେ ୱେବ ଏକ୍ସକ୍ଲୁସିଭ ଭାବେ ପ୍ରକାଶିତ ଏକ ଲେଖାକୁ ନେଇ ଏକ ବିବାଦୀୟ ଚର୍ଚ୍ଚା ଆରମ୍ଭ ହୋଇ...
ପାଟନା:ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ନିଶାନିବାରଣ ବ୍ୟବସ୍ଥା ଲାଗୁ କରିବା ପରେ ଏବେ ଆଚାର ସଂହିତା ଦେଶକୁ ଶିଖିବାକୁ ଚାହୁଁଛନ୍ତି। ନେପାଳ ବର୍ତମାନ ବିହାରର ଏକ ଅଂଶକୁ ଏହାର ଅଂଚଳ ବୋଲି ଦାବି କରିବା...
ଭୁବନେଶ୍ୱର: ଖ୍ୟାତନାମା ସାମ୍ବାଦିକା କୁମି କପୁର ତାଙ୍କର ସାପ୍ତାହିକ ସ୍ତମ୍ଭରେ ଓଡ଼ିଶାର ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭି କେ ପଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ ଏବଂ ଫାଇନାନସିଆଲ ଏକ୍ସପ୍ରେସରେ...
ନୂଆଦିଲ୍ଲୀ:ଲକଡାଉନ ସମୟରେ ଲୋକଙ୍କ ଦୁର୍ଦ୍ଦଶା ଦେଖି କେନ୍ଦ୍ର ସରକାର ୧.୭୦ ଲକ୍ଷ୍ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନା ଘୋଷଣା କରିଥିଲେ। ଏଥିରେ ସରକାର ଉଜ୍ବଲା ଯୋଜନାରେ ଅନ୍ତର୍ଭୁକ୍ତ ଗରିବ ମହିଳାମାନକୁ ତିନୋଟି ରନ୍ଧନ ଗ୍ୟାସ...
ରାଉରକେଲା: ବଣାଇ ବିଧାୟକ ଲକ୍ଷଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁ ସାହୁ ନିଜ ସର୍ଭିସ ରିଭୋଳଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ବଣାଇ ପୋଲିସ ଆଇ ଆଇ ସୀଙ୍କ ସୂତ୍ରରୁ ପ୍ରକାଶ । ଆଜି ସକାଳେ କୁଡ୍ର।...
ନୂଆଦିଲ୍ଲୀ:ଅଗାମୀ ୨୦୨୪ରେ କ୍ଷମତାକୁ ଆସିବାର ରୋଡ଼ମ୍ୟାପ ତିଆରି କରୁଛି କଂଗ୍ରେସ। ଲକଡାଉନ ବିଭ୍ରାଟ,ଅର୍ଥନୈତିକ ଦୁଃସ୍ଥିତି,ପେଟ୍ରୋଲ ଡ଼ିଜେଲର ଦରବୃଦ୍ଧି, ସୀମାନ୍ତରେ ଚୀନ ଓ ନେପାଳର ଦୌରାତ୍ମ୍ୟ ଆଦି ଘଟଣା ବିରୋଧୀ କଂଗ୍ରେସ ଦଳର ମନୋବଳ ବୃଦ୍ଧି କରିଛି...
ମହତାବଙ୍କର 120 ତମ ଜନ୍ମ ବାର୍ଷିକୀ ଉପଲକ୍ଷ ଓବିନିଅର ଆୟୋଜନ ଭୁବନେଶ୍ୱର: ଡ଼.ହରେକୃଷ୍ଣ ମହତାବ ବହୁବିଧ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ | ସେ ସ୍ୱାଧୀନତା ପୂର୍ବବର୍ତ୍ତୀ ଦେଶ ସ୍ୱାଧୀନ ପାଇଁ ଆନ୍ଦୋଳନ ଏବଂ ସ୍ୱାଧୀନତା...
ଭୁବନେଶ୍ବର:ଓଡିଶା ପୋଲିସ ଲକଡାଉନ ସମୟରେ ମାସ୍କ ନପିନ୍ଧି ବୁଲୁଥିବା ଅମାନିୟ।ଙ୍କ ଠାରୁ ୧.୨୫ କୋଟି ଟଙ୍କା ଜୋରିମାନା ଆଦାୟ କରିଛି। କରିଥିବା ରାଜ୍ୟ ପୋଲିସ ଡିଜିପି ଅଭୟ ଶୁକ୍ରବାର କହିଛନ୍ତି ଯେ ନିୟମ ଉଲଙ୍ଘନ କ୍ଷେତ୍ରରେ...
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି। ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନକ୍ରମେ ଏହି ନୂତନ କର୍ମକର୍ତ୍ତାମାନକ ନାମ ପ୍ରକାଶ ପାଇଛି। ଦଳର ରାଜ୍ୟ ସଂଗଠନ ମନ୍ତ୍ରୀ...
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ନିଜକୁ ଟେକ ସାଭି ମନ୍ତ୍ରୀଭାବେ ପରିଚୟ ଦେଇଛନ୍ତି। ସୋସିଆଲ ମିଡିଆ ଟ୍ଵିର୍ଟର ଏକ ନୂଆ ସାଇଟ -ଫ୍ଲିଟ-ଗତ ମଙ୍ଗଳବାର ଶୁଭାରମ୍ଭ କରିଥିଲା ।...
Recent Comments