ବଲାଙ୍ଗୀର ୧/୬ : ଟ୍ରକ ଦୁଇଟି ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ରତନପୁର...
ସମ୍ବଲପୁର ୧/୬ : ଖୋଲିଲା ହୀରାକୁଦ ଡ୍ୟାମର କଂଟ୍ରୋଲ ରୁମ । କଂଟ୍ରୋଲ ରୁମରେ ୨୪ ଘଂଟିଆ ତଦାରଖ ବ୍ୟବସ୍ଥା ଆରମ୍ଭ ହୋଇଛି । ମହାନଦୀକୂଳରେ ଥିବା ସମସ୍ତ ଜିଲ୍ଲା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ...
କୋରାପୁଟ ୧/୬ : ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମଲିଗୁଡାରେ ।ନାବାଳିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । ନାବାଳିକାର ଶରୀର ୮୦ ପ୍ରତିଶତ ଜଳିଯାଇଥିବା ଖବର ମିଳିଛି...
କଂଟାବାଞ୍ଜି ୧/୬ : ବଲାଙ୍ଗିର୍ କଂଟାବାଞ୍ଜି ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଲୋକେ । ଯାହାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ...
ବ୍ରହ୍ମପୁର ୧/୬ : କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଗତାକାଲି ରାତିରେ ବ୍ରହ୍ମପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି । ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ...
ନୂଆଦିଲ୍ଲୀ ୩୧/୫ : ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ହାତରେ ରଖିଛନ୍ତି କିଛି ବିଭାଗ । କର୍ମଚାରୀ,...
ନୟାଗଡ଼ ୩୧/୫ : ଦାଦନ କଟିବାକୁ ଯାଉଥିବା ବ୍ୟକ୍ତି ଅକଥନୀୟ ନିର୍ୟ୍ୟାତନା ଶୀକାର ହେଉଛନ୍ତି । ପୁଣି ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି । ଦୁବାଇରେ ପ୍ରାୟ ୧୦ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା...
ବାଲେଶ୍ୱର ୩୧/୫: ତଦନ୍ତ କରିବାକୁ ଆସି କର୍ଣ୍ଣାଟକ ପୋଲିସ ହଟହଟା ଏପରି ଏକ ଖବର ଆସିଛି ବାଲେଶ୍ୱର ଜିଲ୍ଲା ତାଳକୁରୁଣିଆ ଗ୍ରାମରୁ । ସୂଚନାନୁସାରେ, ଆଜି ସକାଳେ କର୍ଣ୍ଣାଟକ ପୋଲିସ ଜଣେ ଅଭିଯୁକ୍ତକୁ ଖୋଜିବାକୁ ଆସି...
ପଶ୍ଚିମବଙ୍ଗ ୩୧/୫ ପଶ୍ଚିମବଙ୍ଗରେ ଥମୁନି ହିଂସା । ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚର୍ଚ୍ଚାରେ ରହିଥିଲା । ନିର୍ବାଚନ ପରେ କମିବା ପରିବର୍ତ୍ତେ ପଶ୍ଚିବଙ୍ଗରେ ବଢ଼ିଚାଲିଛି ରାଜନୈତିକ ହିଂସାର ତାଲିକା । ଆଉ...
ନୂଆଦିଲ୍ଲୀ ୩୧/୫ : ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ଆଉ ଏହାସହ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି ନିର୍ମଳା ।...