ନୂଆଦିଲ୍ଲୀ ୨୬/୪ : ଦେଶର ବିଭିନ୍ନ ସଂସ୍ଥାରେ ଏମିତି ୭୦ ହଜାର କୋଟି ଟଙ୍କା ପଡ଼ି ରହିଛି, ଯାହାର କେହି ମାଲିକ ନାହାନ୍ତି। ଏତେ ପରିମାଣର ଅର୍ଥର କେହି ଦାବିଦାର ମଧ୍ୟ ନାହାନ୍ତି। ଏହାର କାରଣ...
ନୂଆଦିଲ୍ଲୀ ୨୬/୪ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନ ରୂପ ନେଲା । ଆସନ୍ତା ୩୬ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ସମ୍ଭାବନା...
ପୁରୀ ୨୬/୪ : ଇଭିଏମ୍ ଭଙ୍ଗା ଘଟଣାରେ ମୁହଁ ଖୋଲିଛନ୍ତି ଓମ୍ ପ୍ରକାଶ ମିଶ୍ର । ଓମ ପ୍ରକାଶ ଏହି ଭିଡିଓରେ କହୁଛନ୍ତି, ୭ଟି ବୁଥରେବୁଥ୍ ରିଗିଂ ଏବଂ ବୋଗସ୍ ଭୋଟିଂ ହେଉଥିଲା । ଏମିତି...
ରାଜଗାଙ୍ଗପୁର ୨୬/୪ : ଅଜା ତୀର ମାଡ଼ରେ ନାତି ଆହତ । ପାରିବାରିକ କଳହରୁ ନାତିକୁ ଆକ୍ରମଣ କଲେ ଅଜା । ତୀରଟି ଶୁକ୍ରା କମାର ନାମକ ଜଣେ ୨୫ ବର୍ଷିୟ ଯୁବକର ହାତରେ ପଶି...
ବାଲେଶ୍ୱର ୨୬/୪ : କ୍ଷମତାକୁ କଂଗ୍ରେସ ଆସିଲେ ବର୍ଷକୁ ୭୨ ହଜାର ଟଙ୍କା ଗରିବ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବ । ୫ କୋଟି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସିଧା ଟଙ୍କା ପଠାଯିବ । ୨୫...
ଭୁବନେଶ୍ୱର ୨୬/୪ : ଏଡ଼ିଆର ରିପୋର୍ଟ ଅନୁସାରେ ବିଧାନସଭାରେ ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରୀପୋଖରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ୁଥିବା ନିରଞ୍ଜନ ପଟ୍ଟନାୟକ ଏହି ତାଲିକାରେ...
ଏରସମା ୨୬/୪ : ଏରସମା ନିର୍ବାଚନୀ ମଣ୍ଡଳୀରୁ ପୁଣି ବିଜେପି ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଓଡ଼ିଶାବାସୀଙ୍କୁ କେବେ ବି ବିଜେପି ପ୍ରାଧାନ୍ୟ ଦେଇନି । କେବଳ ଓଡ଼ିଶାବାସୀଙ୍କ ଭୋଟ ହିଁ...
ବାରାଣାସୀ ୨୬/୪ : ବାରାଣାସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦି । ବାରାଣାସୀର ରଣ କ୍ଷେତ୍ରରେ ପୁଣିଥରେ ବିଜୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନାମାଙ୍କନ ଭରିବେ । ତେବେ ପିଏମ୍ ମୋଦିଙ୍କ ନାମାଙ୍କନ...
ବଲାଙ୍ଗୀର ୨୬/୪ : ବଲାଙ୍ଗୀରରେ ଘଟିଛି ଏଭଳି ଘଟଣା। ବଲାଙ୍ଗୀର- ଆଟଗାଁ ରାସ୍ତାରେ ଘଟିଥିବା ଏହି ଘଟଣା ହୃଦୟ ବିଦାରକ ଘଟଣା ମାନବିକତାକୁ ଦୋହଲାଇ ଦେଇଛି। ଶିଶୁଟିର ଶବକୁ ପୁଡ଼ାପାଲି ନିକଟ ଲକ୍ଷ୍ମୀ ଯୋରରେ ଫିଙ୍ଗି...
ଭୁବନେଶ୍ୱର ୨୫/୪ : ଆସୁଛି ବାତ୍ୟା ଫାନି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଉଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବାତ୍ୟାର...