ନୂଆଦିଲ୍ଲୀ ୨୫/୪ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଏବଂ ତାଙ୍କ ଅଭିଯୋଗ ସହ ଜଡିତ ଥିବା ମାମଲାରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ବେଞ୍ଚ୍ ରେ କଡା କାର୍ୟ୍ୟାନୁଷ୍ଠାନ...
ବାରାଣାସୀ ୨୫/୪ : ବାରାଣାସୀ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇବାକୁ ନେଇ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇ ଅଜୟ ରାୟଙ୍କୁ...
ବାରିପଦା ୨୫/୪ : ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ । ଏହା ପରେ କପ୍ତିପଦାରେ ଦଳ ପକ୍ଷରୁ...
ବାଲେଶ୍ୱର ୨୪/୪ : ବାଲେଶ୍ୱର ନିର୍ବାଚନୀ ଜନସଭାରେ ବିଜେପିକୁ ନିଶାନା କରି ନବୀନ କହିଛନ୍ତି କି, ପ୍ରାକୃତିକ ବିପର୍ୟ୍ୟୟ, ଦୁର୍ବିପାକ ହେଲା କିନ୍ତୁ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳିଲାନି । ହେଲେ ନିର୍ବାଚନ ସମୟରେ ଭୋଟ୍...
ନୂଆଦିଲ୍ଲୀ ୨୪/୪ : ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଉଦିତ ରାଜ । ଲୋକସଭା ନିର୍ବାଚନ ଲଢିବା ପାଇଁ ତାଙ୍କୁ ବିଜେପି ଟିକେଟ ନ ଦେବାରୁ କଂଗ୍ରେସରେ ସାମିଲ...
ଶ୍ରୀଲଙ୍କା ୨୪/୪ : ଶ୍ରୀଲଙ୍କା ଆତ୍ମଘାତୀ ସିରିଜ୍ ବିସ୍ଫୋରଣ କାଣ୍ଡ ଭିଆଇଥିଲେ ୯ ଜଣ ଆତଙ୍କବାଦୀ । ଆଉ ଏଇ ୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ମଧ୍ୟ ରହିଥିଲେ। ଏନେଇ ସୂଚନା...
ବାଲେଶ୍ୱର ୨୪/୪ : ସିମୁଳିଆ ତହସିଲ ଅନ୍ତର୍ଗତ ତିରୁଖା ଗାଁରେ ଥିବା ଏକ ପ୍ଲାଷ୍ଟିକ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ଭୟଙ୍କର...
ବାଲେଶ୍ୱର ୨୪/୪ : ବାଲେଶ୍ୱର ରେମୁଣାରୁ ମୋଦିଙ୍କୁ ସିଧା ନିଶାନା କଲେ ନବୀନ । ଓଡ଼ିଶାରୁ ବିଜେଡି ବିଦା ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ନବୀନ କହିଲେ, “ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଓଡ଼ିଶାରୁ...
ପାଟକୁରା ୨୪/୪ : ନିର୍ବାଚନର ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ପାଟକୁରା ରାଜନୀତି । ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିପାରେ...
ପାଟକୁରା ୨୪/୪ : ମେ’ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ । ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ କରିଥିଲେ ରିଟଣ୍ଣିଂ ଅଫିସର । ତେବେ ମେ’ ୧୯ରେ...