ମୟୁରଭଞ୍ଜ ୩/୪ : ସେବାଶ୍ରମର ଖାଦ୍ୟ ଖାଇ ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଚିକତ୍ସା ପାଇଁ ଡ଼ୁକୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା କମଳୀ ସେବାଶ୍ରମର...
ଭୁବନେଶ୍ୱର ୩/୪ : ବାରମ୍ବାର ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ ହେଉଛି । ଆଜି ଦୁଇ ଜଣଙ୍କ ଠାରୁ ୨୭୮ ଗ୍ରାମ ସୁନା ଜବତ ହୋଇଛି । ଆଜି ଅବକାରୀ ଗୁଇନ୍ଦା ବିଭାଗ ବ୍ୟାଙ୍କକରୁ ଆସୁଥିବା...
ଭୁବନେଶ୍ୱର ୩/୪ : ରାଜ୍ୟର ୫ଜିଲ୍ଲାକୁ ବଜ୍ରପାତ ଓ କାଳବୈଶାଖୀ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି...
ବଲାଙ୍ଗୀର ୩/୪ : ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଶକ୍ତ ଝଟକା । ଗତକାଲି ମଧ୍ୟରାତ୍ରିରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆଜି ବଲଙ୍ଗୀରରୁ କଂଗ୍ରେସର ୯ଜଣ ଟାଣୁଆ ନେତା ‘ହାତ’ ସହ...
କଟକ ୩/୪ : କଟକ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ୩ ହେଭିୱେଟ । ବିଜେଡି ପ୍ରାର୍ଥୀ ଭର୍ତୃହରି ମହତାବ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବରିଷ୍ଠ ନେତାଙ୍କ...
ଢ଼େଙ୍କାନାଳ ୩/୪ : ନୂଆ ଓ ପୁରୁଣା ମୁହଁ ମଧ୍ୟରେ ହେବ ଜୋରଦାର ଲଢ଼େଇ । ପୂର୍ବରୁ ବିଜେପି ଓ କଂଗ୍ରେସ ଟିକେଟ ଘୋଷଣା କରିଥିବା ବେଳେ ଗତକାଲି ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ।...
ଧର୍ମଶାଳା ୩/୪ : ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣ ଏବେ ଚଳଚଞ୍ଚଳ । କାରଣ ପୁଣିଥରେ ଏହି ନିର୍ବାଚନ ମଣ୍ଡଳୀରେ ମାମୁଁ ଭଣଜା ଲଢ଼େଇ ହେବ ବୋଲି ଅପେକ୍ଷାରେ ଧର୍ମଶାଳାବାସୀ । ବିଜେଡି ତରଫରୁ...
ନବରଙ୍ଗପୁର ୩/୪ : ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବଙ୍ଗୀୟ ଭୋଟର କାହା ସପକ୍ଷରେ ଭୋଟଦେବେ, ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ସମୟରେ ବାଂଲାଦେଶୀ ଶରଣାର୍ଥୀଙ୍କୁ...
ଭୁବନେଶ୍ୱର ୨/୪ : ସିବିଏସଇ କାର୍ୟ୍ୟାଳୟରେ ତାଲା । ପରୀକ୍ଷାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଅଭିଭାବକ ମହାସଂଘ ଅଫିସରେ ତାଲା ପକାଇଛନ୍ତି । ସୂଚନାନୁସାରେ, ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ପ୍ରଶ୍ନ ସିଲାବସ ବାହାରୁ ଆସିଥିବା...
କଟକ ୨/୪ : ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବୋମା ଓ ଲଙ୍କା ଗୁଣ୍ଡ ଫିଙ୍ଗି ଦୁଇ ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ପଣ୍ଡ ହୋଇଛି। ଏହି ଘଟଣା କଟକ ସିଡିଏର ପେଟନାଳ ରାସ୍ତାରେ ଘଟିଛି। ସଚନା ମୁତାବକ,...