ନୂଆଦିଲ୍ଲୀ ୨୦/୩ : ଦେଶର ପ୍ରଥମ ଲୋକପାଳ ଭାବରେ ପିନାକୀ ଚନ୍ଦ୍ର ଘୋଷଙ୍କୁ ମଙ୍ଗଳବାର ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ଲୋକପାଳ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କ ସମେତ...
ନୂଆଦିଲ୍ଲୀ ୨୦/୩ : ପିଏନବି ମହାଠକେଇର ସର୍ଦ୍ଦାର ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଲଣ୍ଡନରୁ ଗିରଫ କରିଛି ପୋଲିସ । ନିରବଙ୍କ ଗିରଫଦାରୀ ଭାରତ ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଥିବା...
ଭୁବନେଶ୍ୱର ୨୦/୩ : ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଗୁଇନ୍ଦା ବିଭାଗର ଏକ ଚିଠିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ଝଡ଼ ଥମିବାର ନାଁ ଧରୁନି। ଗତକାଲି ପୁଣି ଏହି ପ୍ରସଙ୍ଗକୁ ନେଇ ବିଜେଡି...
ଭୁବନେଶ୍ୱର ୧୯/୩ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଜିଠାରୁ ଏଥିପାଇଁ...
ବ୍ରହ୍ମପୁର ୧୯/୩ : ଗଂଜାମ ଜିଲ୍ଲା ପାଟପୁର ଥାନା ଗୋପଳପୁର ପଞ୍ଚୟତରେ ଅଭାବନୀୟ ଘଟଣା ଘଟିଛି । ଚାଉଳ ପାଇଁ ଜଣେ ବୟସ୍କ ବ୍ୟକ୍ତି ଧାଡ଼ିରେ ଛିଡ଼ା ହୋଇଥିଲେ । ଧାଡ଼ିରେ ଛିଡ଼ା ହୋଇଥିବା ବେଳେ...
ନୂଆଦିଲ୍ଲୀ ୧୯/୩ : ଏସିଡ୍ ଆଟାକ ନିର୍ମମ ଅପରାଧ, କ୍ଷମା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ସୁପ୍ରମକୋର୍ଟ । ସର୍ବୋଚ୍ଚ ଅଦାଳତ ଦୁଇ ଦୋଷୀଙ୍କୁ ପୀଡିତା ଝିଅ ମାନଙ୍କୁ ଅତିରିକ୍ତ ଦେଢ-ଦେଢ ଲକ୍ଷ ଟଙ୍କା ଅନୁକମ୍ପା...
ଢେଙ୍କାନାଳ ୧୯/୩ : ପୋଖରୀକୁ ଗାଧୋଇଯାଇଥିବା ବେଳେ ପାଣିରେ ବୁଡି ଜଣେ ପଚଂମ ଶ୍ରେଣୀ ଛାତ୍ର ମୃତ୍ୟୁବରଣ କରିଛି । ସୂଚନାନୁସାରେ,ସୂର୍ୟ୍ୟକାନ୍ତ ନାମକ ପଚଂମ ଶ୍ରେଣୀର ଏକ ଛାତ୍ର ପୋଖରୀକୁ ଗାଧୋଇ ଯାଇଥିଲେ । ଅସାବଧାନତାବଶତଃ...
ଭୁବନେଶ୍ୱର ୧୯/୩ : ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏହି ପର୍ୟ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନରେ ଆସୁଥିବା ମୋଟ ୧୯ଟି ବିଧାନସଭା ଆସନରେ ସକାଳ ୭ଟାରୁ...
ମଧ୍ୟପ୍ରଦେଶ ୧୯/୩ : ୧୨ ବର୍ଷର ଝିଅକୁ ଭାଇ ଏବଂ ଦାଦା ମିଶି ପ୍ରଥମେ ଗଣଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏହି ମାମଲାରେ ପୀଡିତାଙ୍କ ଖୁଡିଙ୍କୁ ମଧ୍ୟ ଅଭିଯୁକ୍ତ...
ଭୁବନେଶ୍ୱର ୧୯/୩ : ରାଜ୍ୟକୁ ସରଗରମ କରିଛି ସାଧାରଣ ନିର୍ବାଚନ। ନିର୍ବାଚନ ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନରେ ଭୋଟ କିଣିବାକୁ ଟଙ୍କାବଣ୍ଟା ହେବା କିଛି ବିଚିତ୍ର...