ନୂଆଦିଲ୍ଲୀ ୨/୨ : ରିଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦ୍ଦେଶକ ହେବେ । ଉଚ୍ଚସ୍ତରୀୟ ଚୟନ କମିଟି ଏହି ପଦବୀ ପାଇଁ ଶ୍ରୀ ଶୁକ୍ଳାଙ୍କ ନାମ ଚୂଡାନ୍ତ କରିଛି । ସେ ହେଉଛନ୍ତି ୧୯୮୩...
ବାଲେଶ୍ୱର ୨/୨ : ୧ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ସେ ହେଲେ ରେମୁଣା ଶାଖା...
ପୁରୀ ୨/୨ : ଜନଜାତିର ବିକାଶ ପାଇଁ କେନ୍ଦ୍ର ସରକାର ଗତ ସାଢ଼େ ୪ ବର୍ଷ ମଧ୍ୟରେ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ବିଜେପି ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ରାମ ବେରାତ ନେତମ ପ୍ରକାଶ...
ଭୁବନେଶ୍ୱର ୨/୨ : ରାଜ୍ୟ ସରକାର ଚିଟଫଣ୍ଡ ତଦନ୍ତ ପାଇଁ ଗଠନ କରିଥିବା ଜଷ୍ଟିସ ଏମଏମ ଦାସ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଛନ୍ତି । ଆସନ୍ତା ୪ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ପୂରିବାର...
ସୁନ୍ଦରଗଡ଼ ୨/୨ : ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଭୀମଘାଟିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କେତେକ ଦୁର୍ବୃତ୍ତଏକ ଟ୍ରକକୁ ଅଟକାଇ ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗି ଟ୍ରକ ନେଇ...
କୋଲକାତା ୨/୨ : ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଠାକୁରନଗର ଠାରେ ଶନିବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭା ଚାଲିଥିବାବେଳେ ଆଜି ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଲୋକଙ୍କ...
ନୟାଗଡ଼ ୨/୨ : ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଗୋଛାବାରି ବ୍ରିଜ ତଳେ ବହୁ ପରିମାଣର ଔଷଧ ଫିଙ୍ଗା ଯାଇଥିବା ଘଟଣା ବେଶ୍ ଆଲୋଡ଼ନ ସୃଷ୍ଟି କରିଛି । ଅଳ୍ପ କିଛି ଦୂରରେ ନୂଆଗଡ଼ିଆ ସାହି ଗୋଷ୍ଠୀ...
ନୟାଗଡ଼ ୨/୨ : ନୟାଗଡ଼ ଗୋପୀନାଥପୁର ଅଂଚଳରେ ପୋଲିସ ଏକ ଚୋରା ବନ୍ଧୁକ କାରଖାନା ଜବତ କରିଛି । ସେଠାରୁ ୫ଟି ବନ୍ଧୁକ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି...
ବାଲିଗୁଡ଼ା ୨/୨ : ଅବକାରୀ ବିଭାଗର କର୍ମଚାରୀମାନେ ବାଲିଗୁଡ଼ା ଗୁମ୍ମାପଦର ଛକରୁ ୭୦ କିଲୋ ଗଞ୍ଜେଇ ଜବତ କରିଛନ୍ତି । ସେଠାରୁ ଭୁବନେଶ୍ୱରକୁ ଟମାଟୋ ବୋଝେଇ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ...
ରାଉରକେଲା ୨/୨ : ରାଉରକେଲା ନିକଟବର୍ତ୍ତି ଝାଡ଼ଖଣ୍ଡ ଚକ୍ରଧରପୁର ଅଂଚଳର ସେମରା ଗାଁରେ ମାଓବାଦୀମାନେ ଗତ ରାତିରେ ଲଙ୍କାକାଣ୍ଡ ଘଟାଇଛନ୍ତି । ସେଠାରେ ଏକ ପୋଲ ତିଆରି କାମ ଚାଲିଥିବାବେଳେ ୧୨ ରୁ ୧୪ ଜଣ...