ବଣାଇ ୨/୨ : କେ ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳପଟ୍ଟା ଅଂଚଳରୁ ମାଓବାଦୀମାନେ ପୋତିଥିବା ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ଲ୍ୟାଣ୍ଡମାଇନଟିର ଓଜନ ପ୍ରାୟ ୧୫ କିଲୋ । ପୋଲିସ ଓ ସିଆରପିଏଫ ଯବାନମାନେ କମ୍ବିଂ...
ସମ୍ବଲପୁର ୧/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବଲପୁର ଗସ୍ତ କରି ଜିଲ୍ଲା ପାଇଁ ୪୩୮ କୋଟି ଟଙ୍କାର ଜନହିତକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି । ସେ ୧୦୦ କୋଟି ଟଙ୍କାରେ ନିର୍ମିତ ୧୯ଟି...
ନୂଆଦିଲ୍ଲୀ ୧/୨ : କେନ୍ଦ୍ର ସରକାର ଆଜି ଲୋକସଭାରେ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତିକାଳୀନ ବଜେଟ ଆଗତ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଭୋଟ ବ୍ୟାଙ୍କ କୁହାଯାଉଥିବା ଚାଷୀ, ଶ୍ରମିକ...
ବେଙ୍ଗାଲୁରୁ ୧/୨ : ବେଙ୍ଗାଲୁରୁର ୟେମଲୁର ବିମାନବନ୍ଦରରେ ଏକ ପ୍ରଶିକ୍ଷଣକାରୀ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ପାଇଲଟଙ୍କର ମୃତ୍ୟୁ ଘଟିଛି । ଏହି ବିମାନଟି ଆଜି ପୂର୍ବାହ୍ନ ୧୦.୩୦ରେ ପରୀକ୍ଷାମୂଳକ ଉଡ଼ାଣ କରୁଥିବାବେଳେ ହଠାତ...
କଟକ ୧/୨ : ଏଣିକି ଅନଲାଇନରେ ଓଟିଇଟି ପରୀକ୍ଷା ହେବ । ପୂର୍ବରୁ ଓଟିଇଟି ପରୀକ୍ଷାରେ ଅନେକ ବିଭ୍ରାଟ ସୃଷ୍ଟି ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।...
କଟକ ୧/୨ : ଆଜି ସ୍ଥାନୀୟ ତନ୍ତି ସାହିରେ ଜଣେ ଚିକେନ ବ୍ୟବସାୟୀଙ୍କୁ ମାଡ଼ ମାରି ଦୁର୍ବୃତ୍ତମାନେ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ୪ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କଠାରୁ ଟଙ୍କା ଥିବା...
ନୂଆଦିଲ୍ଲୀ ୧/୨ : ଟ୍ରାଇ ଦ୍ୱାରା ଜାରି ନୂଆ ଡିଟିଏଚ ନିୟମ ଆଜିଠାରୁ ଲାଗୁ ହୋଇଛି । ନୂଆ ନିୟମ ଅନୁଯାୟୀ ଦର୍ଶକ ଯେତୋଟି ଚ୍ୟାନେଲ ଦେଖିବେ ସେତିକି ଚ୍ୟାନେଲର ଦେୟ ହିଁ ପୈଠ କରିବେ...
ଜୟପୁର ୧/୨ : ଜୟପୁର ସଙ୍ଗାନେର ନିକଟରେ ଶୁକ୍ରବାର ଦୟୋଦୟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ପ୍ରାଣ ହରାଇନଥିଲେ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ...
କଟକ ୧/୨ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେବାକୁ ଥିବା ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଦିନ ହିଁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ । ୩୦୪ଟି ନୋଡ଼ାଲ ସେଣ୍ଟରରୁ ବିଭିନ୍ନ...
ଭୁବନେଶ୍ୱର ୧/୨ : ଜମି ଦେବା ନାଁରେ ଲୋକଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜେଡ଼ ଇନଫ୍ରା କନଷ୍ଟ୍ରକସନର ଚିଫ ଜେନେରାଲ ମ୍ୟାନେଜର ସୋ÷ମେନ୍ଦ୍ର ନାରାୟଣ ଦଳବେହେରାଙ୍କୁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି...