ନୂଆଦିଲ୍ଲୀ ୧୧/୬ : ପୂର୍ବରୁ ନବୀନ ଦେଇଥିବା ସୂଚନା ଅନୁସାରେ ମୋଦିଙ୍କ ସହ ଫୋନି ସମ୍ପର୍କୀତ କ୍ଷୟକ୍ଷତି ଓ କେନ୍ଦ୍ରର ସହାୟତାକୁ ନେଇ ନବୀନ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ୫ହଜାର କୋଟି ଆର୍ଥିକ...
ଭୁବନେଶ୍ୱର ୧୧/୬ : ଏକ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନାନୁସାରେ, ଭୁବନେଶ୍ୱର ଧଉଳି ଥାନା ଶିଶୁପାଳଗଡ଼ର...
ସମ୍ବଲପୁର ୧୧/୬ : ମଶାରୀ ଭିତରେ ଶୋଇଥିବା ବେଳେ ମୁଣ୍ଡକାଟି ନେଇଥିଲା ହତ୍ୟାକାରୀ । ମୃତକ ହେଉଛି ସତ୍ୟନାରାୟଣ ମୁଣ୍ଡା । ସଂପର୍କୀୟ ଭାଇ ଉଜ୍ୱଳା ମୁଣ୍ଡା ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରିବା ପରେ...
ଉତରପ୍ରଦେଶ ୧୧/୬ : ସାମ୍ବାଦିକ ପ୍ରଶାନ୍ତ କୌନଜିଆଙ୍କ ଗିରଫକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ । ମଙ୍ଗଳବାର ଏହି ମାମଲାର ଶୁଣାଣି କରି ତୁରନ୍ତ ଗିରଫ ସାମ୍ବାଦିକଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।...
ଦିଲ୍ଲୀ ୧୧/୬ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନରେ ପରସ୍ପରକୁ ଟାର୍ଗେଟ କରିବା ପରେ ଆଜି ଥିଲା ପ୍ରଥମ ଭେଟଘାଟ କାର୍ୟ୍ୟକ୍ରମ । ପୂର୍ବରୁ ନବୀନ...
ବ୍ରହ୍ମପୁର ୧୧/୬ : ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି । ଜନଗହଳି ଭିତରୁ କିଛି ଦୁର୍ବୃତ ଜଣେ ଯୁବକଙ୍କୁ ଜୋରଜବରଦସ୍ତ ଟାଣି ନେଇ ଅଟୋର ବସାଇ ଚମ୍ପଟ ମାରିଛନ୍ତି । ସହରର ଜନଗହଳିପୂର୍ଣ୍ଣ...
ନୂଆଦିଲ୍ଲୀ ୧୦/୬ : ଆସୁଛି ଆଉ ଏକ ବାତ୍ୟା । ଡିପ୍ ଡ୍ରିପେସନର ରୂପ ନେଲା ବାତ୍ୟା ‘ବାୟୁ’ । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ...
ପଠାନକୋର୍ଟ ୧୦/୬ : କଠୁଆରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି ହୋଇଛି । ବଞ୍ଜାରା ସଂପ୍ରଦାୟର ଜଣେ ୮ ବର୍ଷୀୟା ନାବାଳିକା ସହିତ ଦୁଷ୍କର୍ମ କରିଥିବା ମୋଟ୍ ୭ ମଧ୍ୟରୁ ୬ଜଣ...
ଭୁବନେଶ୍ୱର ୧୦/୬ : ରଥଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଗମନାଗମନା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅତିରିକ୍ତ ୧୫୦ରୁ ୨୦୦ ଅଧିକ ବସ୍ ଗଡ଼ିବ । ଏ ନେଇ ଆଜି ବସିଥିବା...
ଝାରଖଣ୍ଡ ୧୦/୬ : ସୋମବାର ସକାଳେ ସଡକ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଯେବେକି ଦୁର୍ଘଟଣାରେ ୨୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ହଜାରିବାଗ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ପାଟଣା ଅଭିମୁଖେ...