ଭୁବନେଶ୍ୱର ୨୦/୩ : ଖଣ୍ଡଗିରି ଆଡ଼ୁ ବରମୁଣ୍ଡା ଅଭିମୁଖେ ଆସୁଥିବା ଏକ ଅଜଣାଗାଡ଼ି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱର ବରମୁଣ୍ଡା ଓବରବ୍ରିଜ ଉପରେ ଖଣ୍ଡଗିରି ଆଡ଼ୁ ବରମୁଣ୍ଡା ଅଭିମୁଖେ ଆସୁଥିବା ଏକ ଅଜଣାଗାଡ଼ି...
ଭୁବନେଶ୍ୱର ୨୦/୩ : ବ୍ୟାଙ୍କକକରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କ ନିକଟରୁ ପାଖାପାଖି ୨୦ ଲକ୍ଷ ଟଙ୍କାର ସୁନା ବାର୍ ଜବତ୍ ହୋଇଛି । ଏହାର ଓଜନ ୬୧୦ ଗ୍ରାମ୍ ହେବ । ଏହି ଘଟଣାରେ...
ନୂଆଦିଲ୍ଲୀ ୨୦/୩ : ପିଏନବି ମହାଠକେଇର ସର୍ଦ୍ଦାର ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଲଣ୍ଡନରୁ ଗିରଫ କରିଛି ପୋଲିସ । ନିରବଙ୍କ ଗିରଫଦାରୀ ଭାରତ ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଥିବା...
ବ୍ରହ୍ମପୁର ୧୯/୩ : ଗଂଜାମ ଜିଲ୍ଲା ପାଟପୁର ଥାନା ଗୋପଳପୁର ପଞ୍ଚୟତରେ ଅଭାବନୀୟ ଘଟଣା ଘଟିଛି । ଚାଉଳ ପାଇଁ ଜଣେ ବୟସ୍କ ବ୍ୟକ୍ତି ଧାଡ଼ିରେ ଛିଡ଼ା ହୋଇଥିଲେ । ଧାଡ଼ିରେ ଛିଡ଼ା ହୋଇଥିବା ବେଳେ...
ନୂଆଦିଲ୍ଲୀ ୧୯/୩ : ଏସିଡ୍ ଆଟାକ ନିର୍ମମ ଅପରାଧ, କ୍ଷମା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ସୁପ୍ରମକୋର୍ଟ । ସର୍ବୋଚ୍ଚ ଅଦାଳତ ଦୁଇ ଦୋଷୀଙ୍କୁ ପୀଡିତା ଝିଅ ମାନଙ୍କୁ ଅତିରିକ୍ତ ଦେଢ-ଦେଢ ଲକ୍ଷ ଟଙ୍କା ଅନୁକମ୍ପା...
ମଧ୍ୟପ୍ରଦେଶ ୧୯/୩ : ୧୨ ବର୍ଷର ଝିଅକୁ ଭାଇ ଏବଂ ଦାଦା ମିଶି ପ୍ରଥମେ ଗଣଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏହି ମାମଲାରେ ପୀଡିତାଙ୍କ ଖୁଡିଙ୍କୁ ମଧ୍ୟ ଅଭିଯୁକ୍ତ...
କଳାହାଣ୍ଡି ୧୯/୩ : ବେଦାନ୍ତ ଆଲୁମିନା ପରିସରରେ ଉତ୍ତେଜନା ଥମି ଯାଇଛି। ତେବେ ଏହି ଘଟଣାକୁ ନେଇ ଏସ୍ପିଙ୍କ ମଧ୍ୟସ୍ଥତାରେ ଆନ୍ଦୋଳନକାରୀ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହୋଇ ଆଜି ଆପୋଷ ସମାଧନ ହୋଇଛି।...
କଟକ ୧୯/୩ : ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଭିଯୁକ୍ତ ଜଗତସିଂହପୁରର ମୁରଲି କୁମାର ସ୍ୱାଇଁଙ୍କ ପୁଅ ମନୁଆ ଓରଫ ମନୋଜ ସ୍ୱାଇଁ ବୋଲି ଜଣାପଡ଼ିଛି। ମନୁଆର ବାମ...
ଗଜପତି ୧୮/୩ : ପାରଳାଖେମୁଣ୍ଡି ସିର୍ଦ୍ଧାର୍ଥନଗରରେ ଟାଉନ ଥାନା ପୋଲିସ ଚଢାଉ କରି ୩ ଲକ୍ଷ ଟଙ୍କାର ଜାଲନୋଟ ଜବତ କରିଛି । ଜାଲ ନୋଟ ପାଇଁ ବ୍ୟବହୃତ ସାମଗ୍ରୀ ସହ ଦୁଇଜଣଙ୍କୁ ପୋଲିସ ଗିରଫ...
କଳାହାଣ୍ଡି ୧୮/୩ : ବେଦାନ୍ତରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସିକ୍ୟୁରିଟି ଗାର୍ଡଙ୍କ ମାଡରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ରେଂଗୋପାଲି ଗାଁର ବିସ୍ଥାପିତ ନିଯୁକ୍ତି...