ବାଲେଶ୍ୱର ୧୪/୩ : ହସ୍ପିଟାଲ କ୍ୟାମ୍ପସରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକେ ଚାନ୍ଦିପୁର ଡ଼ିଆରଡ଼ିଓ ରାସ୍ତା ଅବରୋଧ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର...
ବାଲିଗୁଡ଼ା ୧୪/୩ : ବାଲିଗୁଡ଼ା ଥାନା ଇଲାକାରେ ୨୦ରୁ ୨୫ ମାଓବାଦୀ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ମାତ୍ର, ଠିକଣା ସମୟରେ ସୁରକ୍ଷା ଯବାନଙ୍କ ପକ୍ଷରୁ ତତକ୍ଷଣାତ ଅପରେସନ୍ କରାଯିବା ଫଳରେ...
କେନ୍ଦ୍ରାପଡା ୧୨/୩ : ଏକ ନକଲି ଚା’ପତି କାରଖାନା ଠାବ କରାଯାଇଛି । ଏହି କାରଖାନା ଉପରେ ସଦର ଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ କଂଚାମାଲ ଜବତ କରିଛି । ସୂଚନାନୁସାରେ, କେନ୍ଦ୍ରାପଡା...
ଧର୍ମଗଡ ୧୨/୩ : ରାସ୍ତାକଡ ଗଛରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ କିଛି ବ୍ୟକ୍ତି ଧର୍ମଗଡ ସ୍ଥିତ...
ପୁରୀ ୧୨/୩ : ପୁରୀରେ ଏନକାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ରଶ୍ମୀ ରଞ୍ଜନ ଆହତ । ମିଳିଥିବା ସୂଚନା ଅନୁସାରେ ପୁରୀ ସିଦ୍ଧ ମହାବୀର ମନ୍ଦିର ନିକଟରେ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍...
ମାଲକାନଗିରି ୧୨/୩ : ନିର୍ବାଚନ ଆଗରୁ ମାଲକାନଗିରିରେ ରକ୍ତମୁଖା ମାଓବାଦୀ । ରାସ୍ତାକାମକୁ ବିରୋଧ କରି ସୁପରଭାଇଜରଙ୍କୁ ହତ୍ୟା କଲେ, ଗାଡି ପୋଡିଦେଲେ ନକ୍ସଲ । ମାଥିଲା ଥାନା କୁକୁରକୁଣ୍ଡ ଗାଁରେ ରାସ୍ତାକାମରେ ନିୟୋଜିତ ଗୋଟିଏ...
ସୁନ୍ଦରଗଡ ୧୧/୩ : ସୁନ୍ଦରଗଡ ସ୍ଥିତ ବଡଗାଁ ତୁଡାଲଗା କନ୍ୟାଶ୍ରମରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ସେନାପତି ଅସଦାଚରଣ କରିଥିବା ଅଭିଯୋଗ ଆସିଛି । ପୋକ୍ସ ଆଇନ ବଳରେ ଲକ୍ଷ୍ମୀନାରାୟଣଙ୍କୁ ବଡଗାଁ ପୋଲିସ ଗିରଫ କରିଛି ।...
ଆନନ୍ଦପୁର ୧୧/୩ : ପ୍ରେମ ନିବଦେନରେ ବିଫଳ ହେବାରୁ ଛାତ୍ରୀଙ୍କୁ କଟୁରୀରେ ଆକ୍ରମଣ କରିଛି ସହଯୋଗୀ । ଆହତ ଛାତ୍ରୀ ରାମଦୁଲାରୀ ନାଏକ । ଖବର ଅନୁସାରେ,ସହଯୋଗୀ ବଳଭଦ୍ର ଜେନା ରାମଦୁଲାରୀଙ୍କୁ ପ୍ରେମ ନିବେଦନ କରି...
କୋଲକତା ୧୧/୩ : ହଜାରେ କିଲୋ ବିସ୍ଫୋରକ ଜବତ ହେବା ଘଟଣାରେ ପୋଲିସ ମାଷ୍ଟର ମାଂଇଡକୁ ଗିରଫ କରିଛି । ବାଲେଶ୍ୱର ରୁପସାରୁ ପୋଲିସ ତାକୁ ଗିରଫ କରିଥିବା ସୂଚନା ମିଳିଛି । ଓଡିଶା ନମ୍ବର...
କୋଲକତା ୯/୩ : କୋଲକତାରୁ ଜବତ ହେଲା ହଜାରେ କିଲୋ ବିସ୍ଫୋରକ । ବଡ କଥା ହେଉଛି ଓଡିଶା ନମ୍ବର ଥିବା ମାଟାଡୋର ଗାଡିରୁ ଏହି ବିସ୍ଫୋରକ ମିଳିଛି । ସୂଚନା ଅନୁସାରେ ଏହି ବିସ୍ଫୋରକ...