ଭୁବନେଶ୍ୱର: କାରୋନା ମହାମାରୀ ବିରୁଦ୍ଧରେ ସମଗ୍ର ମାନବ ସମାଜ ଲଢ଼େଇରେ ବ୍ୟାସ୍ତ ଥିବା ବେଳେ ଗୁଜବଖୋରମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ରେ ବ୍ୟାସ୍ତ । ସରକାରଙ୍କ ମହାମାରୀ ମୁକାବିଲାକୁ ଭଣ୍ଡୁର କରିବାକୁ ଗୁଜବକାରୀମାନେ ସେମାନଙ୍କର ତଥାକଥିତ...
ମୁନିଗୁଡା ୨୧/୬ : ଅନ୍ଧବିଶ୍ୱାସରେ ଶୀକାର ହୋଇ ରାୟଗଡା ଆମ୍ବଦୋଳା ଥାନା ସୁକଲାଭଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସେଠାରେ ବଡ ଭାଇଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ହାଣିଛି ସାନ ଭାଇ...
କଳାହାଣ୍ଡି ୨୦/୬ : ଦିନବେଳେ ମଝି ରାସ୍ତାରେ ଜଣେ ବ୍ୟବସାୟୀଙ୍କ ଠାରୁ ଚାରି ଲକ୍ଷ ୮୫ହଜାର ଟଙ୍କା ଲୁଟ ହୋଇଛି ।କଳାହାଣ୍ଡି ଜିଲ୍ଲା କଣ୍ଟାବାଞ୍ଜି ରାସ୍ତାରେ ଚାରି ଲକ୍ଷ ୮୫ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ...
ଖୋର୍ଧା ୧୯/୬ : ଟାଙ୍ଗୁରୀ ପାହାଡ ନିକଟରେ ଥିବା ପଥର କ୍ରସରରେ କେହି ବୋମମାଡ କରି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ...
ଗଞ୍ଜାମ ୧୯/୬ : ୨୦୦୭ କୁଲଟା ଗାଁ ମହେଶ୍ୱର ସାସମଲ ହତ୍ୟା ମାମଲାରେ ଆଜି କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହି ହତ୍ୟା ମାମଲାର ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।...
ବାଲେଶ୍ୱର ୧୮/୬ : ଅରଡ ବଜାରରୁ ଦେଢ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ପ୍ରାୟ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି...
ବାରିପଦା ୧୭/୬ : ଖୁଣ୍ଟାପାଳ ଗାଁରେ ପରକୀୟା ପ୍ରିତୀ ସନ୍ଦେହରେ ସ୍ତ୍ରୀ ଓ ଶାଶୂକୁ ହତ୍ୟା କରିଛି ସ୍ୱାମୀ । । ଅନ୍ୟ ବ୍ୟକ୍ତି ସହ ସ୍ତ୍ରୀର ଅନୈତିକ ସଂପର୍କ ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି...
ଭୁବନେଶ୍ୱର ୧୫/୬ : ବାଲୁଗାଁ ନିକଟରୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ଦୁର୍ବୃତ ଜାଳିଦେଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ବାଲୁଗାଁ ସରନଇ ନିକଟରେ ଥିବା ଏକ...
କେନ୍ଦୁଝର, ୧୪/୬ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଭଲିବସା ଗାଁରେ ଏକ ଘର ଭିତରୁ ଜଣେ ପରିବାରର ୪ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ମଧ୍ୟରେ ବାପା ସହ ୩ ନାବାଳିକା ଝିଅଙ୍କର...
ଆନନ୍ଦପୁର ୧୪/୬ : ସ୍ୱାମୀଙ୍କର ଦ୍ୱିତୀୟ ବିବାହ ରୋକିବା କାରଣରୁ ସ୍ତ୍ରୀଙ୍କୁ ମାଡ ମାରି ଗଛରେ ଟାଙ୍ଗିଛନ୍ତି ସ୍ୱାମୀ ଏବଂ ତାଙ୍କର ସହେଯାଗୀ । ତେବେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତି...