ଖୋର୍ଦ୍ଧା ୩୧/୧ : ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେମାଦେଇସ୍ଥିତ ଜଣେ ଓକିଲଙ୍କ ଘରେ ବୋମା ମାଡ଼ ହୋଇଛି । ଏଥିରେ କେହି ମୃତାହତ ହୋଇନଥିଲେ ହେଁ ଘରର ଝରକା କାଚ ଭାଙ୍ଗିଯାଇଥିବାବେଳେ କବାଟ ଖଣ୍ଡଖଣ୍ଡ...
ଖୋର୍ଦ୍ଧା ୩୦/୧ : ବେଗୁନିଆ ସିମରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକ ଅନ୍ୟଜଣେ ବ୍ୟକ୍ତିଙ୍କ ଘର ଭିତରେ ପଶି ତାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି । କେବଳ ସେତିକି ନୁହେଁ,...
କେନ୍ଦ୍ରାପଡ଼ା ୩୦/୧ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ମହାବୀର ବଜାରରୁ ଆଜି ଦୁର୍ବୃତ୍ତମାନେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏକ ଅଳଙ୍କାର ଦୋକାନର ମାଲିକ ଦିନ ୧୦ଟା ବେଳେ ଦୋକାନ...
ସୁନ୍ଦରଗଡ଼ ୩୦/୧ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁରରେ ଘଟିଥିବା ଗଣ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସୁନିଲ ସାୟାକୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି । ଫଳରେ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା...
ବାଲିଗୁଡ଼ା ୩୦/୧ : ଲାଂଚ ନେଉଥିବାବେଳେ ବାଲିଗୁଡ଼ା ରାଜସ୍ୱ ନିରୀକ୍ଷକ ତାରିଣୀ ପରିଚ୍ଛାଙ୍କୁ ଭିଜିଲାନ୍ସ ଗିରଫ କରିଛି । ବାଲିଗୁଡ଼ା ଥାନା ବଡ଼ ଗାଁର ଶୁକଦେବ ମଲ୍ଲିକଙ୍କ ଜମି ଚିହ୍ନଟ ରିପୋର୍ଟ ଦେବାଲାଗି ରାଜସ୍ୱ ନିରୀକ୍ଷକ...
ନୟାଗଡ଼ ୩୦/୧ : ନୟାଗଡ଼ର ଗୋଡ଼ିସାହିରୁ ନିଖୋଜ ହୋଇଥିବା ଦୁଇଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ପୋଲିସ କେନ୍ଦୁଝରର ଦୈତାରୀ ଅଂଚଳରୁ ସେମାନଙ୍କୁ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ଏହି ଦୁଇ...
ଭୁବନେଶ୍ୱର ୨୯/୧ : ବାଲିପାଟଣା ଅଗ୍ନିଶମ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହି ଅଧିକାରୀଜଣକ ହେଲେ ପ୍ରଫୁଲ୍ଲ ବେହେରା । ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ।
ବୁର୍ଲା ୨୯/୧ : ବୁର୍ଲା ପୋଲିସ ଆଜି ଆଲବମ ଅଭିନେତ୍ରୀ ସିମରନ ସିଂଙ୍କ ସ୍ୱାମୀ ଧ୍ରୁବରାଜ ସୁନାଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି । ସିମରନଙ୍କ ମୃତ୍ୟୁ ଘଟଣାରେ ଧ୍ରୁବରାଜଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେବାକୁ...
ମାଲକାନଗିରି ୨୯/୧ : ମାଲକାନଗିରି ଜିଲ୍ଲାର ମହୁପଦର ଠାରେ ମାଓବାଦୀମାନେ ଆଜି ଲଙ୍କାକାଣ୍ଡ କରିଛନ୍ତି । ସେମାନେ ଏକ ବସକୁ ଅଟକାଇବା ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ । କେବଳ...
ସୋର ୨୮/୧ : ସୋରରେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଜି ଜଣେ ବ୍ୟକ୍ତି ସୋର ଷ୍ଟେଟ ବ୍ୟାଙ୍କରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଗାଡ଼ି ଡିକିରେ ରଖିଥିବାବେଳେ...