କବିସୂର୍ଯ୍ୟନଗର ୧୬/୧ : ଗଞ୍ଜାମ ଜିଲ୍ଲାରେ ଜଣେ ମହିଳା ଉତ୍କ୍ଷିପ୍ତ ହୋଇ ନିଜ ୪ ମାସର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ନାରାୟଣପୁର...
ବାରିପଦା ୧୬/୧ : ବଡ଼ସାହି ଅଂଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଜଣେ ଯୁବକ ତାକୁ ଭୁଲାଇ ନେଇ ଏଭଳି ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ପିଲାଟିର ବୟସ ୫ ବର୍ଷ । ତାକୁ...
ଦାନ୍ତେୱାଡା ୧୬/୧ : ଛତିଶଗଡ଼ର ଦାନ୍ତେୱାଡାରେ ମାଓବାଦୀମାନେ ଏକ ବସକୁ ଜାଳି ଦେଇଛନ୍ତି । ବସଟି କସେଲ ଗାଁ ଦେଇ ଯାଉଥିବାବେଳେ ମାଓବାଦୀମାନେ ତାକୁ ଅଟକାଇ ଲୋକମାନଙ୍କୁ ଓହ୍ଲାଇ ଯିବାକୁ କହିଥିଲେ । ଲୋକମାନେ ବସରୁ...
ମାଲକାନଗିିରି ୧୬/୧ : ମାଲକାନଗିରି ଜିଲ୍ଲା ଖଇରପୁଟ ଅଂଚଳର ମଣିପୁରିଆଗୁଡ଼ାରୁ ଆଜି ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ପବିତ୍ର ଖିଲ ନାମକ ଏହି ଯୁବକଙ୍କ...
ଭୁବନେଶ୍ୱର ୧୫/୧ : ବହୁଚର୍ଚ୍ଚିତ ଗୋଲଡେନ ବାବାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଂଚ ଅର୍ଥନୈତିକ ଶାଖା ଜବତ କରିଛି । ଏସବୁ ଆକାଉଣ୍ଟରେ ବାବାଙ୍କର ୫୧ ଲକ୍ଷ ଟଙ୍କା ରହିଛି । ୧୨ କୋଟି ଟଙ୍କାର...
ବୋଲଗଡ଼ ୧୫/୧ : ମାଣିବନ୍ଧ ପଂଚାୟତରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବଡ଼ନୟାପଲ୍ଲୀ ଗ୍ରାମରେ କେତେକ ବ୍ୟକ୍ତି ଏକତ୍ର ପାର୍ବତୀ ପରିମାଣିକ ନାମ୍ନୀ ଜଣେ ମହିଳାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ।...
ମୟୁରଭଞ୍ଜ ୧୪/୧ : ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଓ ଝାରପୋଖରିଆ ଅଂଚଳରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁଇଜଣ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ହାତରେ ପ୍ରାଣ ହରାଇଛନ୍ତି । ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ...
ମାର୍ଶାଘାଇ ୧୪/୧ : ମାର୍ଶାଘାଇ ବ୍ଲକ ହାତୀଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଲୋକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା । ଜଣେ ମହିଳାଙ୍କୁ ଶାଶୁ ଘର ଲୋକ ଦାଣ୍ଡରେ ନିସ୍ତୁକ ମାଡ଼...
କଟକ ୧୩/୧ : ଅଭିନେତ୍ରୀ ନିକିତା ଛାତରୁ ପଡ଼ିଯିବାବେଳେ ତାଙ୍କ ବାପା, ଭାଇ ଓ ସ୍ୱାମୀ (ଲିପନ) ତାଙ୍କୁ କିଛିସମୟ ଧରି ରଖିଥିଲେ ମଧ୍ୟ ଶେଷରେ ସେ ତଳକୁ ଖସି ପଡ଼ିଥିଲେ । ଏଭଳି ଚାଂଚଲ୍ୟକର...
ଖୋର୍ଦ୍ଧା ୧୩/୧ : ଡିଙ୍ଗର ନିକଟବର୍ତ୍ତୀ ରାସ୍ତା ପାଶ୍ୱର୍ର ଏକ ଚୁଆରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ବେଗୁନିଆ ପୋଲିସ ରବିବାର ସକାଳେ ଦମକଳବାହିନୀ ସହଯୋଗରେ ଚୁଆରୁ ଶବଟିକୁ ବାହାର କରି ବ୍ୟବଚ୍ଛେଦ...