ପିପିଲି ୧୨/୧ : ପିପିଲି ନିକଟରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଓରଫ ଜିତୁ ଗୁରୁତର ଆହତ ହୋଇଛି । ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକ ନିକଟରେ ପୋଲିସ ପକ୍ଷରୁ ଏହି ଏନକାଉଣ୍ଟର...
ସମ୍ବଲପୁର ୧୨/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୋଲିସ ଶ୍ୱଶୁର ଘରର ଦୁଇଜଣଙ୍କ ନିକଟକୁ ନୋଟିସ ପଠାଇଛି । ସିମ୍ରନଙ୍କ ପିତା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା...
ସମ୍ବଲପୁର ୧୦/୧ : ରେଳବାଇର ଜଣେ ଠିକା କର୍ମଚାରୀ ଟ୍ରେନରେ ଟଙ୍କା ଲୁଟିବା ଘଟଣାକୁ ନେଇ ବେଶ୍ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି କର୍ମଚାରୀଜଣକ ହେଉଛନ୍ତି ସଫେଇ ଠିକା ସୁପରଭାଇଜର ନୂତନ ଚରଣ ବାଗ...
ସମ୍ବଲପୁର ୧-/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ବୁର୍ଲା ପୋଲିସ ହତ୍ୟା ମାମଲା ରୁଜୁ କରିଛି । ପୂର୍ବରୁ ଏହି ଘଟଣାକୁ ନେଇ ଅପମୃତ୍ୟୁ ମାମଲା ଚାଲିଥିଲା । ସିମ୍ରନଙ୍କ ପିତାଙ୍କ...
ଭୁବନେଶ୍ୱର ୧୦/୧ : ଭୁବନେଶ୍ୱର ଧୀରେ ଧୀରେ ଚୋରା ନିଶା ବେପାରିଙ୍କ ପେଣ୍ଠ ପାଲଟିବାରେ ଲାଗିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ଏହାକୁ କିଭଳି ସଫଳତାର ସହ ରୋକାଯାଇପାରୁନାହିଁ ସେଥିନେଇ ବିଭିନ୍ନ ମହଲରେ ଭ୍ରୂକୁଂଚନ ସୃଷ୍ଟି...
ବିଶାଖାପାଟଣା ୯/୧ : ବିଶାଖାପାଟଣା ରେଳ ଷ୍ଟେସନରୁ ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ସୁନା ଜବତ କରାଯାଇଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସୁନା ଜବତ କରିଛନ୍ତି । ଏହାର ଓଜନ...
ଭୁବନେଶ୍ୱର ୮/୧ : ଅଭିନେତ୍ରୀ ନିକିତାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ସ୍ୱାମୀ ଲିପନଙ୍କ ଜାନିମ ଆଜି ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ତାଙ୍କୁ ଗତକାଲି ଗିରଫ...
ରାୟଗଡ଼ା ୮/୧ : ରାୟଗଡ଼ା ରେଳ ଷ୍ଟେସନରୁ ୧୯ କିଲୋ ଗଞ୍ଜେଇ ଜବତ କରାଯାଇଛି । ରେଳବାଇ ପୋଲିସ ଏ ସଂକ୍ରାନ୍ତରେ ଜଣେ ଚୋରା ବେପାରୀକୁ ଗିରଫ କରିଛି । ଏହି ଗଞ୍ଜେଇ ସୁରତ ଚାଲାଣ...
ରାଉରକେଲା ୭/୧ : ସୁନ୍ଦରଗଡ଼ ଜିଲ୍ଲାର ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଝାଡ଼ଖଣ୍ଡରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀଜଣକ ସୁନ୍ଦରଗଡ଼ ଯିବାପାଇଁ ରାଉରକେଲା ଷ୍ଟେସନରେ ଅପେକ୍ଷା କରିଥିବାବେଳେ ତାଙ୍କର ଜଣେ ବୟଫ୍ରେଣ୍ଡ ସେଠାରୁ ତାଙ୍କୁ...
ଫୁଲବାଣୀ ୬/୧ : କନ୍ଧମାଳ ଜିଲ୍ଲା ପାତିଆମ୍ବାଠାରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ନିହତ ବ୍ୟକ୍ତିଜଣକ ହେଲେ ରବୀନ୍ଦ୍ର ମଲ୍ଲିକ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି...