ମହାକାଳପଡ଼ା ୬/୧ : ପୋଲିସ ମହାକାଳପଡ଼ା ଥାନା ରାଜଗଡ଼ ଗାଁରୁ ଏକ ନକଲି ଜର୍ଦ୍ଦା କାରଖାନା ସିଲ କରିଛି । ଏହି କାରଖାନାରେ କିଛିଦିନ ହେବ ନକଲି ଗୋପାଳ ଜର୍ଦ୍ଦା ତିଆରି କରାଯାଉଥିଲା । ରବିବାର...
ଖୋର୍ଦ୍ଧା ୬/୧ : ଖୋର୍ଦ୍ଧା ବନବିଭାଗ କାର୍ଯ୍ୟାଳୟରୁ ଦୁର୍ବୃତ୍ତମାନେ ଦୁଇଟି ବାଇକ ଲୁଟି ନେଇଛନ୍ତି । ଗତକାଲି ବନବିଭାଗ କର୍ମଚାରୀମାନେ ଏକ ସ୍ଥାନରେ ଚଢ଼ାଉ କରି ୭୦ଟି ମୃତ ପକ୍ଷୀ ଓ ଦୁଇଟି ବାଇକ୍ ଜବତ...
କେନ୍ଦୁଝର ୫/୧ : ଖଣି ଦୁର୍ନୀତି ମାମଲାରେ ଚମ୍ପୁଆର ପୂର୍ବତନ ବିଧାୟକ ଶନିବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ତାଙ୍କୁ ନୋଟିସ ଜାରି କରାଯାଇଥିଲା ।...
ସୁନ୍ଦରଗଡ଼ ୫/୧ : ବ୍ରଜରାଜନଗରର ଜଣେ ନାବାଳିକାକୁ ହରିଆଣାରେ ବିକ୍ରି କରିଦେଇଥିବା ଅଭିଯୋଗରେ ବ୍ରଜରାଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ନାବାଳିକାର ସମ୍ପର୍କୀୟ ବଡ଼ବାପା ଟଙ୍କାଧର ବାଗ ଓ ଦଲାଲ ଅଜୟ...
ସମ୍ବଲପୁର ୫/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ବିବାଦୀୟ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ ଧ୍ରୁବରାଜ ସୁନାଙ୍କ ବିରୁଦ୍ଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ତାଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା...
ଭୁବନେଶ୍ୱର ୪/୧ : ଭୁବନେଶ୍ୱରରୁ ପୋଲିସ ୩୮୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ । ହଳଦୀପଡ଼ିଆ ଓ ଚିନ୍ତାମଣିଶ୍ୱର ଅଂଚଳରୁ ପୋଲିସ...
ସମ୍ବଲପୁର ୪/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୋଲିସ ତାଙ୍କ ସ୍ୱାମୀ ଧ୍ରୁବରାଜ ସୁନାଙ୍କୁ ଅଟକ ରଖିଛି । ବଲାଙ୍ଗିରର ବେଲପଡ଼ା ଥାନା ପୋଲିସ ତାଙ୍କୁ ଘରୁ ଉଠାଇ ନେଇ...
ମାଲକାନଗିରି ୩/୧ : ମଦ୍ୟପ ପିତାର ନିର୍ଯାତନା ବେଳକୁ ବେଳ ଅସହ୍ୟ ହୋଇଗଲା । ଏଥିରେ ଅତିଷ୍ଠ ହୋଇପଡ଼ିଲେ ଝିଅ ଓ ମା’ । ଶେଷରେ ଦୁହେଁ ମିଶି ତାଙ୍କୁ ପଥରରେ ଛେଚି ହତ୍ୟା କଲେ...
ବୁର୍ଲ୍ଲା ୩/୧ : ରାଜ୍ୟର ଜଣେ ଆଲବମ ଅଭିନେତ୍ରୀଙ୍କୁ ହତ୍ୟା କରାଯାଇଛି । ଗୁରୁବାର ସକାଳେ ବୁର୍ଲା ଗୋଇରା ମଠ ନିଟକସ୍ଥ ମହାନଦୀ ପୋଲତଳୁ ତାଙ୍କ ଶବ ଉଦ୍ଧାର କରାଯାଇଛି । ତାଙ୍କ ମୁହଁ ଓ...
ଜଗତସିଂହପୁର ୩/୧ : କୁଜଙ୍ଗ ବିଲପାଟ ଗାଁରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ବୁଧବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।...