ଭୁବନେଶ୍ୱର ୨୫/୧୨ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଖଲାସ ହୋଇଥିବାରୁ ତାହା ବିରୁଦ୍ଧରେ କ୍ରାଇବ୍ରାଂଚ ହାଇକୋର୍ଟ ଯିବ । ଏହି ସୂଚନା ଦେଇଛନ୍ତି କ୍ରାଇବ୍ରାଂଚର ଓକିଲ କାମଦେବ ତ୍ରିପାଠୀ...
ବ୍ରହ୍ମପୁର ୨୫/୧୨ : ଗଞ୍ଜାମ ପୋଲିସ ମଙ୍ଗଳବାର ଦୁଇଟି ଏନକାଉଣ୍ଟର କରିଛି । ଏଥିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ପୋଲିସ ପ୍ରଥମେ ଖଲିକୋଟର ଗୁଡ଼ିଢ଼େପରେ ଚଢ଼ାଉ କରିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ...
ପୁରୀ ୨୫/୧୨ : ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି । ଏଥିରେ ସଞ୍ଜୟ ବେହେରା ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି...
ଝାରସୁଗୁଡ଼ା ୨୪/୧୨ : ଝାରସୁଗୁଡ଼ା ତହସିଲ ଅଫିସ ସମ୍ମୁଖରେ ଥିବା ଏକ କାର ଭିତରୁ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଲୁଟେରାମାନେ କାରର କାଚ ଭାଙ୍ଗି ଏହି ଟଙ୍କା ନେଇ ପଳାଇଛନ୍ତି ।...
କଟକ ୨୪/୧୨ : କଟକ ଜିଲ୍ଲା ସଦାନନ୍ଦପୁର ଗ୍ରାମରୁ ଅବକାରୀ ବିଭାଗ ଅଧିକାରୀମାନେ ୧୫୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ଅତିକମ୍ରେ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ...
ସମ୍ବଲପୁର ୨୩/୧୨ : ରାସ୍ତାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଚିପିଲିମା ଫାଣ୍ଡି ଅନ୍ତର୍ଗତ ସାତୁପାଲି ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ...
ଖୋର୍ଦ୍ଧା ୨୨/୧୨ : ଖୋର୍ଦ୍ଧାରୁ ଅବକାରୀ ବିଭାଗ ୨୯୫ ଗ୍ରାମ୍ ବାଉନସୁଗାର ଜବତ କରିଛି । ଶନିବାର ଭୋରରୁ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ ସ୍ଥାନୀୟ ଅବକାରୀ ବିଭାଗ ସହାୟତାରେ ଭାଲିଆବାଡ଼ି ଓ ମଠ ସାହିରେ...
ଭୁବନେଶ୍ୱର ୨୨/୧୨ : ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ ହାଉସିଂ ବୋର୍ଡର ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏହି ଅଧିକାରୀଜଣକ ହେଉଛନ୍ତି ହାଉସିଂ ବୋର୍ଡର ଡେପୁଟି ମ୍ୟାନେଜର ମଙ୍ଗୁଳି ଚରଣ...
ଭୁବନେଶ୍ୱର ୨୨/୧୨ : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି । ଏୟାର ଏସିଆର ଜଣେ ବିମାନ ଯାତ୍ରୀଙ୍କ ଠାରୁ ବହିଃଶୁଳ୍କ ବିଭାଗ ଅଧିକାରୀମାନେ ଏହି ସୁନା ଜବତ କରିଛନ୍ତି । ଯାତ୍ରୀ...
ଡେରାବିଶ ୨୨/୧୨ : ଘରୋଇ କଳିକୁ ନେଇ ଜଣେ ଯୁବକ ନିଜ ମା’ଙ୍କୁ ହତ୍ୟା କରିଛି । ଡେରାବିଶ ଅଂଚଳର ଦୁମୁକା ଗ୍ରାମରେ ଏଭଳି ଏକ କାଣ୍ଡ ଘଟିଛି । ଏହି ଯୁବକ ନାମ ହେଲା...