ସୁନ୍ଦରଗଡ଼ ୨୧/୧୨ : କିଛି ଦୁର୍ବୃତ୍ତ ଗୁଳିମାଡ଼ କରି ବିଜେପୁର ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରିଥିଲେ ହେଁ ତାହା ବିଫଳ ହୋଇଛି । ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶି ସିଧା ମ୍ୟାନେଜରଙ୍କ ପ୍ରକୋଷ୍ଠକୁ ଯାଇଥିଲେ...
ମାଲକାନଗିରି ୨୧/୧୨ : ମାଓବାଦୀମାନେ ପାତ୍ରପୁଟରେ ଏକ ଜେସିବି ମେସିନ ପୋଡ଼ି ଦେଇଛନ୍ତି । ରାସ୍ତା ନିର୍ମାଣକୁ ବିରୋଧ କରି ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି । ବଣ୍ଡାଘାଟିରେ ପ୍ରଶାସନ ରାସ୍ତା ନିର୍ମାଣ କରୁଥିବାରୁ ମାଓବାଦୀମାନେ...
ବ୍ରହ୍ମପୁର ୨୧/୧୨ : ପୋଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଏହି ଅପରାଧୀ ଜଣକ ହେଉଛି ଜୟ ପ୍ରଧାନ । ସେ ଗତ ରାତିରେ ଦିଗପହଣ୍ଡି ଚାଙ୍ଗୁଡ଼ିଦେଇ ପାହାଡରେ ଲୁଚିଥିବା ଖବର...
କେନ୍ଦ୍ରାପଡ଼ା ୨୧/୧୨ : କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ହାଇସ୍କୁଲ ଶିକ୍ଷକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହି ଶିକ୍ଷକଜଣକ ହେଉଛନ୍ତି ଜମପଡ଼ା ହାଇସ୍କୁଲର ରଞ୍ଜନ ନାୟକ । ଶୁକ୍ରବାର ସକାଳୁ ଭିଜିଲାନ୍ସର ଅଧିକାରୀମାନେ ରଞ୍ଜନ ନାୟକଙ୍କ...
ଭୁବନେଶ୍ୱର ୨୦/୧୨ : ଚନ୍ଦକା ପୋଲିସ ଡମପଡ଼ା ଜଙ୍ଗଲରୁ ଜଣେ ଯୁବତୀଙ୍କ ମୁଣ୍ଡ ନଥିବା ଶବ ଜବତ କରିଛି । ଏହି ଘଟଣାରେ ଯୁଧିଷ୍ଠିର ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବତୀଜଣକ...
ସମ୍ବଲପୁର ୧୯/୧୨ : ସମ୍ବଲପୁର ଜେଲ୍ ରୋଡରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଆଜି କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ପୂର୍ବାହ୍ନରେ ୭-୮ଜଣ ଯୁବକ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀମାନଙ୍କ୍ୁ...
କଳାହାଣ୍ଡି ୧୯/୧୨ : କଳାକାଣ୍ଡିରେ ଜଣେ ଗୁରୁଙ୍କ ଅପକର୍ମ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ବାଳକୃଷ୍ଣ ମହାପାତ୍ର ନାମକ ଏହି ପ୍ରଧାନଶିକ୍ଷକ ଜଣକ ଜଣେ ନବମ ଶ୍ରେଣୀ ଚାତ୍ରୀଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ...
ଯୋଡ଼ା ୧୯/୧୨ : କିଛି ଦୁର୍ବୃତ୍ତ ଜଣେ ୧୨ ବର୍ଷର ବାଳକକୁ ପିଟିପିଟି ହତ୍ୟା କରିଛନ୍ତି । ଚନ୍ଦନ ମୁଣ୍ଡା ନାମକ ଏହି ବାଳକ ଜଣକ ଗତକାଲି ଦୁଇ ସାଙ୍ଗଙ୍କ ସହ ବଜାରକୁ ଯାଇଥିଲା ।...
କେନ୍ଦୁଝର ୧୯/୧୨ : କେନ୍ଦୁଝର ଅଂଚଳର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ଏହି ଅଧିକାରୀ ଜଣକ ହେଲେ, କେନ୍ଦୁଝର ବୈତରଣୀ ଜଳସେଚନ ବେସିନ୍ ଶାଳପଡ଼ା ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ...
ଭୁବନେଶ୍ୱର ୧୮/୧୨ : ରାଜ୍ୟ ବାହାରେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ବର୍ବରୋଚିତ ନିର୍ଯାତନାର ଆଉଏକ ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି ବିଜୟନଗରମ୍ର ଜଣେ ଇଟାଭାଟି ମାଲିକ । ଇଟାଭାଟିରେ...