ବାଲିଗୁଡ଼ା ୧୮/୧୨ : ଗାଁ କଳିକୁ ନେଇ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା କରିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ବାଲିଗୁଡ଼ା ଅଂଚଳର କାମେରୀ ଗାଁରେ । ଦୁଇ ପରିବାର...
ଝାରସୁଗୁଡ଼ା ୧୮/୧୨ : ଲାଂଚ ନେଇ ଝାରସୁଗୁଡ଼ାର ଜଣେ ମହିଳା ଡାକ୍ତର ଗିରଫ ହୋଇଛନ୍ତି । ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଂଟ୍ ଉଷାରାଣୀ ଦାଶ । ଦେବାନନ୍ଦ ବାରିକ ନାମକ...
ନୂଆଦିଲ୍ଲୀ ୧୭/୧୨ : ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଥିଲା...
ପୁରୀ ୧୭/୧୨ : ପୁରୀରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ରେଳବାଇର ଜଣେ ଡାକ୍ତରଙ୍କ ଘରେ ପଶି କେହି ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଏହି ଡାକ୍ତର ଜଣକ ହେଲେ ସଞ୍ଜୀବ...
ବୋ÷ଦ୍ଧ ୧୬/୧୨ : ଏହି ଅଂଚଳରେ ଏକ ହତ୍ୟାକଣ୍ଡ ଘଟିଯାଇଛି । ଶ୍ୱଶୁର-ଜ୍ୱାଇଁ ଧାନ ବିଲରେ କାମ କରୁଥିଲେ । ହଠାତ୍ ଦୁହିଁଙ୍କ ଭିତରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ଜ୍ୱାଇଁ ଜଣକ ଉତ୍କ୍ଷିପ୍ତ...
ତେଲକୋଇ ୧୬/୧୨ : ଜଣେ ନାବାଳିକାଙ୍କୁ ଅପହରଣ ଓ ନିର୍ଯାତନା ଦେବା ଘଟଣାରେ ପୋଲିସ ଉତ୍ତରପ୍ରଦେଶର ଜଣେ ଡ୍ରାଇଭରକୁ ଗିରଫ କରିଛି । ନାବାଳିକାକୁ ମଧ୍ୟ ତା’ କବଳରୁ ମୁକ୍ତ କରାଯାଇଛି । ତେଲକୋଇ ଥାନା...
କବିସୂର୍ଯ୍ୟନଗର ୧୫/୧୨ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳରେ ଏକ ହତ୍ୟାକାଣ୍ଡ ଘଟିଛି । ମଦ ପିଇବାବେଳେ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ତାଙ୍କର ଦୁଇଜଣ ସାଙ୍ଗ ହତ୍ୟା କରିଛନ୍ତି । ଖଇରାପଲ୍ଲୀ...
ସାଲେପୁର ୧୪/୧୨ : ମାହାଙ୍ଗାର ନୃତାଙ୍ଗ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ସଂଘର୍ଷ ହୋଇଛି । ଏଥିରେ ବିକାଶ ଜେନା ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଗତ ଗୁରୁବାର ଏହି ସଂଘର୍ଷ ଘଟିଥିଲା...
ଲାଞ୍ଜିଗଡ଼ ୧୩/୧୨ : ଲାଞ୍ଜିଗଡ଼ ଅଂଚଳରେ ଶିଶୁ ବଳିକୁ ନେଇ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଲାଞ୍ଜିଗଡ଼ ବାଲିସରା ଗାଁରେ ଏଭଳି ବର୍ବର କାଣ୍ଡ ଘଟିଛି । ଏହି ଗାଁର ସାନ୍ଦୁ ମାଝୀ...
ଭଦ୍ରକ ୧୩/୧୨ : ଭଦ୍ରକର ବେତଡ଼ା ଅଂଚଳରେ ଗୋଷ୍ଠୀ ସଂଘର୍ଷ ଘଟିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ବେତଡ଼ା ଗୋଇରାଣି ଗାଁରେ ସରକାରୀ ପ୍ରକଳ୍ପର...