ନୟାଗଡ ୫/୬ : ଶରଣକୁଳ ଥାନା ଅନ୍ତର୍ଗତ ଚଢେଇପଲ୍ଲି ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସାନଭାଇର କଟୁରୀ ଚୋଟରେ ବଡ ଭାଇର ପ୍ରାଣ ଯାଇଛି । ସୂଚନାନୁସାରେ, ଚଢେଇପଲ୍ଲୀ ଅଂଚଳରେ ଦୁଇ ଭାଇ...
କୋରାପୁଟ ୪/୬ : ଗାନ୍ଧିନଗର ଅଞ୍ଚଳରେ କଲେଜ ଛାତ୍ରୀଙ୍କୁ ପୋଡ଼ି ଦେଇଥିବା ଅଭିଯୁକ୍ତ ଛାତ୍ର ଥାନାରେ ଆତ୍ମ ସମର୍ପଣ କରିଛି । ଛାତ୍ର ଜଣକ ଯୁକ୍ତ ଦୁଇରେ ପଢ଼ୁଥିବା ଜଣାପଡ଼ିଛି । ଛାତ୍ରକୁ ଜୁଭେନାଇଲ୍ କୋର୍ଟରେ...
ଗଞ୍ଜାମ ୨/୬: ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହାଣି ହତ୍ୟା କରଯାଇଥିବା ଅଭିଯୋଗ ଆସିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କୈରଡ଼ା ଗାଁରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବ ଶତ୍ରୁତାରୁ...
ଭୁବନେଶ୍ୱର ୨/୬ : ମାତ୍ର ୧୦ ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ । ଭୁବନେଶ୍ୱରର ନୟାପଲ୍ଲୀ ଅଂଚଳରେ ଘଟିଛି ଏଭଳି ଚାଂଚଲ୍ୟକର ହତ୍ୟାକାଣ୍ଡ । ଆଜି ରେଂଟାଲ କଲୋନି ଅଂଚଳରୁ ଏକ...
କୋରାପୁଟ ୧/୬ : ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମଲିଗୁଡାରେ ।ନାବାଳିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । ନାବାଳିକାର ଶରୀର ୮୦ ପ୍ରତିଶତ ଜଳିଯାଇଥିବା ଖବର ମିଳିଛି...
ବ୍ରହ୍ମପୁର ୧/୬ : କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଗତାକାଲି ରାତିରେ ବ୍ରହ୍ମପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି । ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ...
ପଶ୍ଚିମବଙ୍ଗ ୩୧/୫ ପଶ୍ଚିମବଙ୍ଗରେ ଥମୁନି ହିଂସା । ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚର୍ଚ୍ଚାରେ ରହିଥିଲା । ନିର୍ବାଚନ ପରେ କମିବା ପରିବର୍ତ୍ତେ ପଶ୍ଚିବଙ୍ଗରେ ବଢ଼ିଚାଲିଛି ରାଜନୈତିକ ହିଂସାର ତାଲିକା । ଆଉ...
ଫୁଲବାଣୀ ୩୦/୫ : ବାଇକରେ ଯାଉଥିବା ଏକ ଯୁବକଙ୍କୁ ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ଫୁଲବାଣୀ ଜିଲ୍ଲା ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ଜଣେ ଯୁବକ ସେହି...
ଭୁବନ ୨୯/୫ : ଢେଙ୍କାନାଳ ଜିଲ୍ଲାରେ ନକଲି ମଦ କାରଖାନା ନେଇ ମଧ୍ୟ ବହୁ ଦିନ ହେଲା ଅଭିଯୋଗ ହୋଇ ଆସୁଛି । ଆଜି ପୋଲିସ ଏବଂ ଅବକାରୀ ବିଭାଗ ଜିଲ୍ଲାର ଭୁବନ ଅଂଚଳରେ ଚଢାଉ...
କୋରାପୁଟ ୨୯/୫ : ଜୟପୁରରେ ଏକ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଜୟପୁର ପାରାବେଡ଼ାରେ ଥିବା ଏକ ସପିଂ ମଲ୍ ସାମ୍ନାରୁ ଶିଶୁଟି ପଡ଼ିଛି । ଶିଶୁ ଜନ୍ମ ହେବା ପରେ...