ଗୁଜରାଟ ୨୫/୫ : ଗୁଜରାଟର ଏକ କୋଚିଂ ସେଂଟରରେ ଭୟାବହ ଅଗ୍ନିକାଣ୍ଡରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୬ଜଣ ଯୁବତୀ ଥିବା ଜଣାପଡିଛି । କ୍ରାଇମବ୍ରାଂଚ କୋଚିଂ ସେଂଟରର ମ୍ୟାନେଜରଙ୍କୁ ଅଟକ ରଖିଛି...
ସୁରଟ ୨୪/୫ : କୋଚିଙ୍ଗ ସେଂଟରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭୟାବହ ହୋଇଛି ଯେ ଏ ପର୍ୟ୍ୟନ୍ତ ଏହି ଘଟଣାରେ ୧୫ ଜଣ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ନିଜର ଜୀବନ ବଞ୍ଚାଇବା ପାଇଁ...
ନୂଆଦିଲ୍ଲୀ ୨୪/୫ : କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପୁର୍ନବାର ଅର୍ଥ ମନ୍ତ୍ରଣାଳୟର କାର୍ୟ୍ୟଭାର ଦିଆଯିବ ନାହିଁ। ମନ୍ତ୍ରଣାଳୟର ବିଶ୍ଵସ୍ତ ସୂତ୍ରରୁ ଏହି ଖବର ମିଳିଛି। ସୂତ୍ର ମୁତାବକ ଅରୁଣ ଜେଟଲୀ ଅର୍ଥ ମନ୍ତ୍ରଣାଳୟ...
ନୂଆଦିଲ୍ଲୀ ୨୪/୫ : ପ୍ରଥମ ଥର ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ଜଜଙ୍କ ପଦ ପୂରଣ ହୋଇଛି। ଏହା ସହିତ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ମୋଟ୍ ଜଜ ସଂଖ୍ୟା ୩୧ ହୋଇଛି। ରାଷ୍ଟ୍ରପତି ବୁଧବାର ଚାରି ଜଣ...
ନୂଆଦିଲ୍ଲୀ ୨୪/୫ : ନିର୍ବାଚନ ଫଳାଫଳ ଘୋଷିତ ହୋଇଯିବା ପରେ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦିଙ୍କ...
ନୂଆଦିଲ୍ଲୀ ୨୪/୫ : ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏକୁଟିଆ ୩୦୦ ଅଙ୍କ ଛୁଇଁଛି ଓ ଲୋକସଭା ନିର୍ବାଚନ ୨୦୧୯ରେ ବଡ ବିଜୟ ହାସଲ କରିଛି । ଏନଡିଏ ୩୫୦ ସିଟ ଆଖପାଖରେ ଥିବାବେଳେ କଂଗ୍ରେସ...
ନୂଆଦିଲ୍ଲୀ ୨୪/୫ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ରାଜନୀତି ମୈଦାନରେ ପାଦ ରଖୁରଖୁ ଧମାଲ କରିଛନ୍ତି । ପୂର୍ବ-ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢି ଦମଦାର ବିଜୟ...
ଆମେଠି ୨୩/୫ : ରୋଚକ ସ୍ଥିତିରେ ପହଞ୍ଚିଛି ଆମେଠି ଲୋକସଭା ଆସନର ନିର୍ବାଚନ ଫଳାଫଳ । ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଛରେ ପକାଇ ଆଗକୁ ବଢି ଚାଲିଛନ୍ତି ବିଜେପି ନେତ୍ରୀ...
ନୂଆଦିଲ୍ଲୀ ୨୨/୫ : ନୂଆ ସରକାର ଗଢ଼ା ହେବା ପରେ ଆୟୋଗ ଆଗାମୀ ୧୦୦ ଦିନ ପାଇଁ ପ୍ରସ୍ତୁତ କରିଥିବା ଯୋଜନାକୁ ହସ୍ତାନ୍ତର କରିବ । ଏହାକୁ ଅନ୍ତିମ ରୂପ ଦେବାକୁ ନୀତି ଆୟୋଗ ଉଦ୍ୟମ...
ପୁଞ୍ଚ ୨୨/୫ : ପୁଂଚ୍ ସେକ୍ଟରରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ୭ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଜଣେ...