ନୂଆଦିଲ୍ଲୀ ୬/୩ : ଏୟାର ଷ୍ଟ୍ରାଇକରେ କେତେ ଆତଙ୍କୀ ମରିଛନ୍ତି ତାର ପ୍ରମାଣ ଦେବାକୁ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କଠାରେ ଦାବି କରୁଛନ୍ତି। ଏହା ମଧ୍ୟରେ ବୁଧବାର ବାୟୁସେନା କେନ୍ଦ୍ର ସରକାରଙ୍କୁ ଏୟାର ଷ୍ଟ୍ରାଇକ ସହ...
ନୂଆଦିଲ୍ଲୀ ୬/୩ : ବୁଧବାର ରାଫେଲ ଯୁଦ୍ଧ ବିମାନରେ କଥିତ ଘୋଟଲା ମାମଲାର ଶୁଣାଣି ଚାଲିଥିବା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣୀ ଜନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେଉଁ ଦସ୍ତାବିଜ ଗୁଡିକ ଖବର କାଗଜରେ ଛପା...
ଗୁଜୁରାତ ୫/୩ : ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଆରମ୍ଭ ଅହମ୍ମଦାବାଦରେ ହୋଇଛି । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି...
ଜମ୍ମୁକଶ୍ମୀର ୫/୩ : ଜମ୍ମୁକଶ୍ମୀରର ତ୍ରାଲ ସେକ୍ଟରରେ ଏନକାଉଁଟର । ଆଜି ସକାଳୁ ସକାଳୁ ୨ଜଣ ହିଜବୁଲ ମୁଜାହିଦିନ୍ ଆତଙ୍କବାଦୀଙ୍କୁ ଏନକାଉଁଟର କରିଛି ସୁରକ୍ଷାବଳ । ଆତଙ୍କବାଦୀ ଲୁଚିଥିବା ଘରକୁ ଉଡାଇ ଦେଇଛି ସେନା ।...
ନୂଆଦିଲ୍ଲୀ ୫/୩ : ସଂସଦ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁର ପୁଅ ଦଶମ ଓ ଦ୍ୱାଦଶ ଶ୍ରେଣୀର ଭଲ ଫଳାଫଳ କରିବା ପରେ ଡାକ୍ତର ହେବା ପାଇଁ ଇଚ୍ଛା ରଖିଛି । ଜାତୀୟ...
ନୂଆଦିଲ୍ଲୀ ୪/୩ : ପାକିସ୍ତାନରେ ଟାଗେଟକୁ ଧ୍ୱଂସ କରିବାରେ ସଫଳ ହୋଇଛି ଏୟାରଫୋର୍ସ । ଭାରତୀୟ ବାୟୁସେନା ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲା ତାହା ପୂରଣ ହୋଇଛି । ତେବେ ଯଦି ଜଙ୍ଗଲ ଉପରେ ବୋମା...
ନୂଆଦିଲ୍ଲୀ ୪/୩ : ଭାରତ ପାକିସ୍ତାନ ଭିତରେ ଲାଗିରହିଥିବା ବିବାଦ ସ୍ୱାଭାବିକ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ଉତେଜନା ମୂଳକ ପରିସ୍ଥିତି ଯୋଗୁଁ ଦିଲ୍ଲୀରୁ ଲାହୋର ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ...
ଶ୍ରୀନଗର ୩/୩ : କାଶ୍ମୀରର କୁପୱାଡା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ସିଆରପିଏଫର ୪ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗିକଙ୍କର ମଧ୍ୟ...
ଜାମ୍ମୁ ୨/୩ : ଶୁକ୍ରବାର ଅଭିନନ୍ଦନ ଦେଶକୁ ଫେରୁଥିବା ବେଳେ ଅନ୍ୟ ପଟେ ପାକିସ୍ତାନ ସୀମାପାର ଗୁଳିମାଡ଼ ମଧ୍ୟ କରୁଥିଲା। ଏହି କ୍ରମରେ ଏଲଓସିରେ ପାକ୍ ସେନା ପକ୍ଷରୁ ହୋଇଥିବା ଅସ୍ତ୍ର ବିରତି ଉଲ୍ଲଙ୍ଘନରେ ୩...
ନୂଆଦିଲ୍ଲୀ ୨/ ୩ : ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ଭଲ ବ୍ୟବହାର କରିଥିବା ପାକିସ୍ତାନ ଯେତେ ଢୋଲ ପିଟିଲେ ମଧ୍ୟ ବାସ୍ତବ ଭିନ୍ନ ରହିଛି। ପାକିସ୍ତାନ କରୁଥିବା ଏହି ଦାବି ସଂପୂର୍ଣ୍ଣ ଭାବେ...