ନାସିକ ୨୫/୧ : ଶୁକ୍ରବାର ଭୋରରେ ଏକ ଚିତାବାଘ ନାସିକ ସହରରେ ଆତଙ୍କ ଖେଳାଇ ଦେଇଛି । ଏହି ବାଘଟି ସଭରକର ନଗରକୁ ପଶି ଆସି ହଇଚଇ ସୃଷ୍ଟି କରିଥିଲା । ତାକୁ ଧରିବା ପାଇଁ...
ଭୁବନେଶ୍ୱର ୨୪/୧ : ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଗୁରୁବାର ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର...
ନୂଆଦିଲ୍ଲୀ ୨୪/୧ : କୋ÷ଣସି ଦମ୍ପତିଙ୍କ ୨ରୁ ଅଧିକା ସନ୍ତାନ ଥିଲେ ସେମାନଙ୍କ ମୋ÷ଳିକ ଅଧିକାର ଛିନ୍ନ କରିବା ପାଇଁ ଯୋଗ ଗୁରୁ ରାମଦେବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମେ ଏଭଳି...
ଶ୍ରୀନଗର ୨୩/୧ : ଜମ୍ମୁ କାଶ୍ମୀରର ବାରମୂଳା ଅଂଚଳରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆଜି ବାରମୂଳାର ବିନର ଅଂଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ...
ଧାନବାଦ ୨୩/୧ : ଧାନବାଦସ୍ଥିତ ଭାରତ କୋକିଂକୋଲ୍ସ ଲିମିଟେଡର ଏକ ଖଣିରେ ଆଜି କୋଇଲା ଖଣି ଧସିପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । କୋଇଲା ଖଣ୍ଡ ତଳେ ଅନ୍ୟ କେତେକ ବ୍ୟକ୍ତି ଚାପି ହୋଇ...
ଭୁବନେଶ୍ୱର ୨୨/୧ : ଇଣ୍ଡିଆନ ଅଏଲ ପକ୍ଷରୁ ଓଡ଼ିଶାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରତିଷ୍ଠାନ ପାଇଁ ଜମି ଯୋଗାଇ ଦେବାଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି...
ଭୁବନେଶ୍ୱର ୨୧/୧ : ଆଜି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ବର୍ତ୍ତମାନସୁଦ୍ଧା ପଞ୍ଜିକୃତ ହୋଇଥିବା ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ । ସେଥିରେ ପୁରୁଷଙ୍କ ସଂଖ୍ୟା...
ଭୁବନେଶ୍ୱର ୨୧/୧ : ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲେ ହେଁ ଏଥିରେ କେହି ମୃତାହତ ହୋଇନାହାନ୍ତି । ନୂଆଦିଲ୍ଲୀରୁ ରାଉରକେଲା ଦେଇ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସ ସୋମବାର ଜରୈକେଲା ଅତିକ୍ରମ କରିବା ପରେ...
ନୂଆଦିଲ୍ଲୀ ୨୦/୧ : ବିଜେପି ସଭାପତି ଅମିତ ଶାହା ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି । ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହେବାପରେ ତାଙ୍କୁ ଏମ୍ସରେ ଭତ୍ତି କରାଯାଇଥିଲା...
ଖଲ୍ଲିକୋଟ ୧୭/୧ : ଖଲ୍ଲିକୋଟ ଅଂଚଳର ଦୁଇଜଣ ଶ୍ରମିକ ବିଦେଶରେ ୭ ଦିନ ହେଲା ପ୍ରାଣ ହରାଇ ସାରିଥିଲେ ହେଁ, ସେମାନଙ୍କ ଶବ ଏପର୍ଯ୍ୟନ୍ତ ଓଡ଼ିଶା ଆସିପାରିନାହିଁ । ଏ ଦିଗରେ ସହଯୋଗ ପାଇଁ ଉଭୟ...