ନୂଆଦିଲ୍ଲୀ ୬/୧ : ବିମାନବନ୍ଦର ଭଳି ଏଣିକି ଟ୍ରେନ ପ୍ଲାଟଫର୍ମରେ ମଧ୍ୟ ପ୍ରବେଶ କଟକଣା ଲାଗୁ ହେବ । ବିମାନବନ୍ଦରଗୁଡ଼ିକରେ ଯେଭଳି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ହିଁ ଯାତ୍ରୀମାନଙ୍କୁ ଭିତରକୁ ଛଡ଼ା ଯାଇଥାଏ, ସେହିଭଳି ପ୍ଲାଟଫର୍ମରେ...
ଭୁବନେଶ୍ୱର ୫/୧ : ଓଡ଼ିଶାରେ ତାଲିମପ୍ରାପ୍ତ ଯୁବକ-ଯୁବତୀମାନଙ୍କର କର୍ମ ନିୟୋଜନ ଓ ଆତ୍ମନିଯୁକ୍ତି ସୁବିଧା ବଢ଼ାଇବା ଲାଗି ସ୍ୱୀକୃତିପ୍ରାପ୍ତ ସର୍ବେକ୍ଷକ (ଲାଇସେନ୍ସଡ଼ ସର୍ଭେୟର) କୋ÷ଶଳ ତାଲିମ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି...
ଭୁବନେଶ୍ୱର , ୫ା୧ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମକୁ ବ୍ୟାପକ ଏବଂ ଗୋଷ୍ଠୀ ସ୍ତରରେ ପହଂଚାଇବା ସହ ସହରାଂଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଗୁଣାତ୍ମକ ବିକାଶ ଆଣିବା ପାଇଁ ଜିଲ୍ଲା ଓ ସହରାଂଚଳ...
ଭୁବନେଶ୍ୱର ୫/୧ : ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭେଟିଛନ୍ତି । ଭର୍ତ୍ତୃହରିଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ...
ଲକ୍ଷେ୍ନା÷ ୫/୧ : ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକଦା ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ମହିଳା ଆଇଏଏସ ବି.ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢ଼ାଉ କରିଛି । ଆଜି ସକାଳୁ ସିବିଆଇ...
ବ୍ରହ୍ମପୁର ୪/୧ : ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ୨୦ ଜଣ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଏମାନେ ନୈନା ଇଲେକ୍ଟ୍ରୋନିକ୍ସ କମ୍ପାନୀରେ କାମ କରୁଛନ୍ତି । ସେମାନଙ୍କୁ ୩ ଦିନ ହେବ ଖାଇବାକୁ ଦିଆଯାଇନାହିଁ...
ନୂଆଦିଲ୍ଲୀ ୪/୧ : ସୁପ୍ରିମକୋର୍ଟଙ୍କ ଏକ ନୂତନ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଶୁଣାଣି କରିବେ । ତେଣୁ ଏହାର ଶୁଣାଣିକୁ ଆସନ୍ତା ୧୦ ତାରିଖକୁ ଘୁଂଚାଇ ଦିଆଯାଇଛି । ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ଶୁଣାଇ...
ନୂଆଦିଲ୍ଲୀ ୩/୧ : ଲିଭ-ଇନ ପାର୍ଟନରସିପରେ ରହୁଥିବା ପୁରୁଷ ଯଦି କୋ÷ଣସି କାରଣରୁ ସେହି ମହିଳାଙ୍କୁ ବିବାହ ନ କରିପାରିବେ ତେବେ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିପାରିବ ନାହିଁ । ପୂର୍ବରୁ ଦୁହେଁ ସହମତି...
ନୂଆଦିଲ୍ଲୀ: ପିଏମ୍ଓ ଅ‘ିସର ଜଣେ ଅଧିକାରୀଙ୍କର ଲେଖାକୁ ନେଇ ସଂପ୍ରତି ଦେଶରେ ଏବଂ ବିଶେଷ କରି ଭାରତୀୟ ରେଳବାଇରେ ଆଲୋଡନ ସୃଷ୍ଟ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର (ପିଏମ୍ଓ) ଜଣେ...
ନୂଆଦିଲ୍ଲୀ ୨/୧ : ଏଆଇଡିଏମକେର ସଦସ୍ୟମାନେ ବୁଧବାର ଲୋକସଭାରେ ବିଶୃଙ୍ଖଳ ଆଚରଣ କରିବାରୁ ଦଳର ୨୬ ଜଣ ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବିତ କରାଯାଇଛି । କାବେରୀ ନଦୀରେ କର୍ଣ୍ଣାଟକ କରୁଥିବା ମେକେଦାତୁ ପ୍ରୋଜେକ୍ଟ...