ନୂଆଦିଲ୍ଲୀ ୨୨/୧୨ : କେନ୍ଦ୍ର ସରକାର ୩୩ଟି ଦ୍ରବ୍ୟ ଉପରୁ ଜିଏସ୍ଟି ହ୍ରାସ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୧ତମ ଜିଏସ୍ଟି ବୈଠକରେ ଏହି ନିସ୍ପତ୍ତି ନିଆଯାଇଛି । ଗଣମାଧ୍ୟମକୁ...
ଶ୍ରୀନଗର ୨୨/୧୨ : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୁରା ତ୍ରାଲ ଅଂଚଳରେ ନିରାପତ୍ତା ବାହିନୀ ସହ ସଂଘର୍ଷରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେହି ଅଂଚଳର ଏକ ତୋଟା ମଧ୍ୟରେ ସନ୍ତ୍ରାସବାଦୀ...
ନୂଆଦିଲ୍ଲୀ ୨୧/୧୨ : ଏଣିକି କେନ୍ଦ୍ରସରକାରଙ୍କ ତଦନ୍ତକାରୀ ସଂସ୍ଥା ଯେ କୋ÷ଣସି ବ୍ୟକ୍ତି ବା ସଂସ୍ଥାର ତଥ୍ୟ ଯାଂଚ କରିପାରିବେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶୁକ୍ରବାର ୧୦ଟି ତଦନ୍ତକାରୀ ସଂସ୍ଥାକୁ ଏହି ଅନୁମତି ଦେଇଛି...
ଶ୍ରୀହରିକୋଟା ୧୯/୧୨ : ଶ୍ରୀହରିକୋଟାର ସତୀଶଧାୱନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ ୪.୧୦ ମିନିଟ୍ରେ ଭାରତର ଯୋଗାଯୋଗ ଉପଗ୍ରହ ଜିସାଟ୍-୭ଏର ସଫଳ ଉତ୍କ୍ଷେପଣ କରାଯାଇଛି । ପ୍ରକ୍ଷେପଣର ୧୯ ମିନିଟ୍ ମଧ୍ୟରେ ଏହା ଅନାୟସରେ କକ୍ଷପଥରେ...
ଦିଲ୍ଲୀ ୧୯/୧୨ : ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସ୍ଥାନୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଏହି ଦୁର୍ନୀତିରେ...
ନୂଆଦିଲ୍ଲୀ ୧୭/୧୨ : ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଥିଲା...
ନୂଆଦିଲ୍ଲୀ ୧୬/୧୨ : ମୋଦୀ ସରକାର ଦେଶର ଗଣମାଧ୍ୟମକୁ କବଳିତ କରିବାକୁ ଉଦ୍ୟମ କରୁଛନ୍ତି କି ? ଏହି ପ୍ରଶ୍ନ ଆଜି ଉଙ୍କି ମାରିଛି ଦେଶବାସୀଙ୍କ ମନରେ । ବିଶେଷ କରି ଦେଶର ସାମ୍ବାଦିକ ଏବଂ...
ପୁଲୱାମା ୧୫/୧୨ : ଜାମ୍ମୁକାଶ୍ମୀରର ପୁଲୱାମା ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଘଟିଛି । ଏଥିରେ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି...
ନୂଆଦିଲ୍ଲୀ ୧୪/୧୨ : ପ୍ରଖ୍ୟାତ ଔପନ୍ୟାସିକ ଅମିତାଭ ଘୋଷ ଚଳିତ ବର୍ଷର ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହା ହେଉଛି ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଆଜି ଦିଲ୍ଲୀରେ ଅନୁଷ୍ଠିତ...
ନୂଆଦିଲ୍ଲୀ ୧୪/୧୨ : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଂଗ୍ରେସରେ ୩ ଦିନ ଲାଗିରହିଥିବା ଅଚଳାବସ୍ଥା ଆଜି ଦୂର ହୋଇଛି । ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହେଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାଲାଗି ଦଳର ହାଇକମାଣ୍ଡ...