ଚାନ୍ଦୁପିର ୧୦/୧୨ : ଚାନ୍ଦିପୁରରୁ ଅଗ୍ନି-୫ ବାଲାଷ୍ଟିକ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ସୋମବାର ଅପରାହ୍ନ ୧.୨୮ ମିନିଟରେ ଚାନ୍ଦିପୁର ଅବଦୁଲ କଲାମ ଦ୍ୱିପରୁ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲ ପରୀକ୍ଷଣ ସଫଳ ହୋଇଛି...
ଭୁବନେଶ୍ୱର ୯/୧୨ : ଆସନ୍ତା ୧୧ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନ କାଳରେ ବିଜେଡ଼ି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଓ ମହିଳାଙ୍କ ପାଇଁ ବ୍ୟବସ୍ଥାପକ ସଭାରେ...
ଶ୍ରୀନଗର ୯/୧୨ : ଶ୍ରୀନଗର ନିକଟରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନେ ସମସ୍ତେ ଲସ୍କର -ଏ-ତୋଇବାର ସଦସ୍ୟ ବୋଲି ସୂଚନା ମିଳିଛି । ଶ୍ରୀନଗର ଠାରୁ ୧୧ କିଲୋମିଟର...
ନୂଆଦିଲ୍ଲୀ ୯/୧୨ : କୋଟି କୋଟି ଟଙ୍କାର ଋଣ ନ ଶୁଝି ଲଣ୍ଡନ ପଳାଇଯାଇଥିବା ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର...
ନୂଆଦିଲ୍ଲୀ ୯/୧୨ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଆଇନ୍ ପ୍ରଣୟନ କର । ଏହା ଯଦି ହଠାତ୍ ସମ୍ଭବ ନ ହେଉଛି ତେବେ ଏଥିନେଇଏକ ଧ୍ୟାଦେଶ ଆଣ । କେନ୍ଦ୍ର ସରକାରଙ୍କ...
ଶ୍ରୀନଗର ୮/୧୨ : ଶ୍ରୀନଗର ଅଞ୍ଚଳର ଏକ ଘାଟିରୁ ବସ୍ ଖସି ୧୧ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୨୫ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁୁରୁତର ରହିଛି...
ନୂଆଦିଲ୍ଲୀ ୭/୧୨ : ବିଶିଷ୍ଟ ଅର୍ଥନୀତିଜ୍ଞ ଭି କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଛି । ସେ ୩ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।...
ନୂଆଦିଲ୍ଲୀ ୭/୧୨ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରି ଶୁକ୍ରବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଅହମ୍ମଦ ନଗର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅତିଥିରୂପେ ଯୋଗ ଦେଇଥିବାବେଳେ ହଠାତ୍...
ନୂଆଦିଲ୍ଲୀ ୫/୧୨ : ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିବା କ୍ରିଷ୍ଟିୟନ ମିସେଲଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି । ପ୍ରତ୍ୟର୍ପଣ ପ୍ରକ୍ରିୟାରେ ମିସେଲଙ୍କୁ ଦୁବାଇରୁ ନୂଆଦିଲ୍ଲୀ ଅଣାଯିବା ପରେ...
ନୂଆଦିଲ୍ଲୀ ୫/୧୨ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଜି ଆଉଏକ ମାଇଲ୍ଖୁଣ୍ଟ ଅତିକ୍ରମ କରିଛି । ଫ୍ରେଞ୍ଚ ଗୟାନା ମହାକାଶ କେନ୍ଦ୍ରରୁ ଭାରତର ସବୁଠୁ ଓଜନଦାର ଉପଗ୍ରହ ଜିସାଟ୍-୧୧କୁ ସଫଳତାର ସହ ମହାକାଶକୁ ପଠାଯାଇଛି...