ନୂଆଦିଲ୍ଲୀ ୯/୪ : ଇସ୍ତାହାର ପତ୍ରରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ୨୦୧୪ ନିର୍ବାଚନରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା କେତେ ମାତ୍ରାରେ ପୂରଣ ହୋଇଛି ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।...
ବାରିପଦା ୯/୪ : ପର୍ୟ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରାୟ ସବୁ ହେଭିୱେଟ୍ ନେତା ଆଜି ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଟିକେଟ୍ରୁ ବଞ୍ଚିତ ହୋଇଥିବା ସାନନ୍ଦ ମାର୍ଣ୍ଡିଙ୍କ ଉପରେ ସମସ୍ତଙ୍କ...
ନୂଆଦିଲ୍ଲୀ ୯/୪ : ବିଜେପିର ଏହି ସଂକଳ୍ପ ପତ୍ର ଅତି ନିମ୍ନମାନର ଓ ଅହଙ୍କାର ପୂର୍ଣ୍ଣ । ସେ କହିଛନ୍ତି ଲୋକଙ୍କ ସହ ଅଲୋଚନା କରାଯାଇ ପ୍ରସ୍ତୁତ କରାଯାଇଛି କଂଗ୍ରେସର ଇସ୍ତାହାର । ଏହା କୋଟି...
ନୂଆଦିଲ୍ଲୀ ୯/୪ : କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିି କି କଂଗ୍ରେସର ଇସ୍ତାହାରରେ ଭାରତ କଥା କମ୍, ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ରହିଛି। ‘ପ୍ରଥମ ଥର ଭାରତ...
ଭୁବନେଶ୍ୱର ୮/୪ : ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅପପ୍ରଚାର କରୁଥିଲେ ବୈଜୟନ୍ତ । ଏଭଳି ସାଂଘାତିକ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ବୈଜୟନ୍ତ ନିଜର ରାଜନୈତିକ ଉଚ୍ଚଭିଳାଷକୁ ପୂରଣ କରିବାକୁ ଏଭଳି ଅପପ୍ରଚାର କରୁଥିଲେ...
୮/୪ : ଏବେ ବିଧାନସଭା ନିର୍ବାଚନ ହେଲେ କାହାକୁ ମିଳିବ କେତେ ଆସନ । ଏହାକୁ ନେଇ ଅଙ୍କକଷା ଜାରି ରହିଥିବାବେଳେ ଇଣ୍ଡିଆ ଟିଭି ଏବଂ ସିଏନଏକ୍ସ ପକ୍ଷରୁ କରାଯାଇଥିବା ନିର୍ବାଚନ ପୂର୍ବ ସର୍ଭେରୁ ଚମକାଇ...
ଭୁବନେଶ୍ୱର ୮/୪ : ବିଜେପି ନାଁରେ ଏତଲା ଦେଲା ବିଜେଡି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଥିବା ଅଭିଯୋଗରେ ଖାରବେଳନଗର ଥାନାରେ ଏତଲା ଦେଲା ବିଜେଡି ପ୍ରତିନିଧି ଦଳ । ତେବେ ବିଜେପି ନାଁରେ...
ନୂଆପଡ଼ା ୮/୪ : ନିର୍ବାଚନୀ ଇସ୍ତାହାରରେ ମହିଳା ଓ ଝିଅଙ୍କୁ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନୀ ସଭାରେ ମା’ଙ୍କ ଉଦ୍ଦେଶ୍ୟରେ ନବୀନ କହିଛନ୍ତି ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍ । ବିଜେଡ଼ି...
ବ୍ରହ୍ମପୁର ୮/୪ : ସ୍ୱଳ୍ପ ସମୟରେ ବିନିଯୋଗ କରି ଲୋକଙ୍କ ନିକଟତର ହେବାପାଇଁ ଦମ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ଆକର୍ଷିତ କରିିବା ପାଇଁ ପୁରା ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଆସନ୍ତା...
ରାୟଗଡ଼ା ୭/୪ : ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ହାଇଟେକ୍ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି,...