ଭୁବନେଶ୍ୱର ୧୯/୩ : ଗତକାଲି ବିଳମ୍ବିତ ରାତିରେ ପ୍ରଥମ ପର୍ୟ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର ୩୬ ଆସନ ଲାଗି ଅଖିଳ ଭାରତ କ˚ଗ୍ରେସ କମିଟିର ସାଧାରଣ ସ˚ପାଦକ...
ଭୁବନେଶ୍ୱର ୧୮/୩ : ୨୦୧୯ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଦ୍ୱିତୀୟ ପର୍ୟ୍ୟାୟ ଏପ୍ରିଲ ୧୮ ତାରିଖରେ ହେବାକୁଥିବା ନିର୍ବାଚନରେ...
ଭୁବନେଶ୍ୱର ୧୮/୩ : ୨୦୧୯ ମହାସମର ପାଇଁ ସିପାହୀ ପ୍ରସ୍ତୁତ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ...
ଭୁବନେଶ୍ୱର ୧୮/୩ : ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ବିଜେଡି ହଟାଇଲା ବହିଷ୍କାର କଟକଣା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା...
ଭୁବନେଶ୍ୱର ୧୮/୩ : ବିଭିନ୍ନ ଜିଲ୍ଲାରୁ ନେତାମାନେ ଆଜି ଡେରା ପକାଇଛନ୍ତି ନବୀନ ନିବାସରେ । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ହିଁ ଅନେକ ନେତା ନବୀନ ନିବାସରେ ପହଞ୍ଚିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ...
ଭୁବନେଶ୍ୱର ୧୮/୩ :ପ୍ରଥମ ଦୁଇଟି ପର୍ୟ୍ୟାୟ ପାଇଁ ବିଜେଡି ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳି ଦୁଇଟି ଆସନରୁ ନିର୍ବାଚନ...
ଭୁବନେଶ୍ୱର ୧୮/୩ : ବିଜେଡି ଘୋଷଣା କଲା ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ବିଜେଡିର ପ୍ରଥମ ପର୍ୟ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଥମ...
ଭୁବନେଶ୍ୱର ୧୭/୩ : ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମିରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମିରା ପରିଡା...
ଭୁବନେଶ୍ୱର ୧୭/୩ : ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପ୍ରକାଶ ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ...
ଭୁବନେଶ୍ୱର ୧୭/୩ : ଏଥର ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ଲଢ଼ିବା ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗି ରହିଥିବାବେଳେ ରମେଶ ସବୁକିଛି ଦଳର ସୁପ୍ରିମୋଙ୍କ ଉପରେ ଛାଡ଼ିଦେଇଛନ୍ତି ବୋଲି କହିଛନ୍ତି । ଏପରିକି ଯଦି ନବୀନ...