ଲକ୍ଷ୍ନୌ ୨୧/୨ : ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ଏସପି) ଓ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ସିଟ୍ ଘୋଷଣା କରିଛନ୍ତି। ଏହି ଦୁଇ ପାର୍ଟି ପ୍ରାୟତଃ ଅଧା-ଅଧା ସିଟରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ବାକି...
ବରଗଡ଼ ୨୧/୨ : ବରଗଡ଼ରେ ଆୟୋଜିତ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାଳିଆ...
ଆଜି ଭବାନୀପାଟଣାରେ ବୁଥସ୍ତରୀୟ ବିଭିନ୍ନ ଯୋଜନା ବାବଦରେ ବି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା ଓ ଟଙ୍କିକିଆ ଚାଉଳ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ ।...
କଳାହାଣ୍ଡି ୨୦/୨ : ଆଜି ଭବାନୀପାଟଣାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଜନତା ପାର୍ଟିର ବୁଥ ସ୍ତରୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ସେ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ରର କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ...
ଭୁବନେଶ୍ୱର ୧୯ ।୨ : ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଦାବିରେ ଆସନ୍ତା ୨୧ରେ ନବ ନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିଭିନ୍ନ ଦଳ ସମର୍ଥନ କରୁଛନ୍ତି । ବିଜେପି ପରେ ଆଜି କଂଗ୍ରେସ...
ଭୁବନେଶ୍ୱର ୧୮ : କଂଗ୍ରେସ ହାଇମାଣ୍ଡ ରାଜ୍ୟର ଗୋଟିଏ ସ୍ଥାନରେ ଜନ ସମାବେଶ କରିବା ନେଇ ଆପାତତଃ ସ୍ଥିର ହୋଇଛି । ବରଗଡ଼ କିମ୍ବା ଜୟପୁରରେ ସମାବେଶ ହୋଇପାରେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ...
ଭୁବନେଶ୍ୱର ୧୭/୨ : ଆସନ୍ତା ୨୭ ତାରିଖରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ଭାବନା ଆପାତତଃ ନାହିଁ। ତେବେ ସେ ମାର୍ଚ୍ଚ ୨ ତାରିଖ ବେଳକୁ ଗସ୍ତ କରିବାର ସମ୍ଭାବନା ଅଧିକ ବୋଲି...
ଭୁବନେଶ୍ୱର ୧୭/୨ : ଓଡ଼ିଶାର ଦୀର୍ଘଦିନର ଦାବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ଦାବିକୁ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିଲେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ । ଭଦ୍ରକ ରାଣୀତଲାରେ...
ପୁରୀ ୩/୨ : ବିଜେପି ହେଉଛି ଏକମାତ୍ର ଦଳ, ଯିଏ ଜନଜାତିଙ୍କୁ ସମ୍ମାନ ଦିଏ । କେବଳ ସମ୍ମାନ ଦିଏନାହିଁ ସେମାନଙ୍କ ବିକାଶ ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ । ଆଜି ପୁରୀଠାରେ ବିଜେପି ଜନଜାତି ମୋର୍ଚ୍ଚା...
ରାଉରକେଲା ୩/୨ : ଆସନ୍ତା ୬ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ରାଉରକେଲାର ଏକ ସମାବେଶରେ ଉଦବୋଧନ ଦେବେ । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ...