ଭୁବନେଶ୍ୱର ୩/୨ : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ବହୁଜନ ସମାଜ ପାର୍ଟି (ବିଏସପି)ରେ ଯୋଗ ଦେଇଛନ୍ତି । ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ତାଙ୍କ ସହ ତାଙ୍କର କେତେଜଣ ସମର୍ଥକ...
ପୁରୀ ୨/୨ : ଜନଜାତିର ବିକାଶ ପାଇଁ କେନ୍ଦ୍ର ସରକାର ଗତ ସାଢ଼େ ୪ ବର୍ଷ ମଧ୍ୟରେ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ବିଜେପି ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ରାମ ବେରାତ ନେତମ ପ୍ରକାଶ...
କୋଲକାତା ୨/୨ : ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଠାକୁରନଗର ଠାରେ ଶନିବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭା ଚାଲିଥିବାବେଳେ ଆଜି ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଲୋକଙ୍କ...
ଭୁବନେଶ୍ୱର ୩୧/୧ : ଆମ ଦେଶ ଗରିବ ନୁହେଁ, ଲୋକେ ଗରିବ । ଗରିବି ହଟାଇବାରେ ଦେଶର ପ୍ରମୁଖ ଦଳଗୁଡ଼ିକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆମ ଆଦମୀ ପାର୍ଟିର ସଭାପତି ତଥା...
ଭୁବନେଶ୍ୱର ୩୧/୧ : ଦୁଇଜଣ ଆଇପିଏସ ଅଫିସର ରାଜ୍ୟ ସରକାରଙ୍କ ହାତ ବାରିସୀ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାରୁ ଏହି ଦୁଇ ଆଇପିଏସ...
ବାରିପଦା ୩୦/୧ : ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ବାରିପଦାରେ ରିଙ୍ଗ ରୋଡ ନିର୍ମାଣ ହେବ । କେବଳ ଏତିକି ନୁହେଁ ବାରିପଦାରେ ମଧ୍ୟ ଛଉନୃତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରାଯିବ । ବୁଧବାର...
ଭୁବନେଶ୍ୱର ୩୦/୧ : ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ଦେଇଛନ୍ତି । ଓଟିଭି ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ସମନ କରାଯିବା ଘଟଣାର ପ୍ରତିବାଦରେ ସେ...
କଟକ ୨୯/୧ : ଓଡ଼ିଶାବାସୀ ଯଦି ବିଜେପିକୁ ୫ ବର୍ଷ ପାଇଁ ଶାସନ ସୁଯୋଗ ଦେବେ ତେବେ ଓଡ଼ିଶାକୁ ବିଜେପି ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବ ବୋଲି ସ୍ୱପ୍ନ ଦେଖାଇଛନ୍ତି ଦଳର ସଭାପତି...
ନୂଆଦିଲ୍ଲୀ ୨୯/୧ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଛନ୍ତି । ସେ ଗୋଆ ବିଧାନସଭାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି ତାଙ୍କ ସହ ପ୍ରାୟ ୧୫ ମିନିଟ କଥାବାର୍ତ୍ତା...
ଭୁବନେଶ୍ୱର ୨୮/୧ : ଝାରସୁଗୁଡ଼ା ବିଧାୟକ ନବ ଦାସ ସୋମବାର ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି...