ଭୁବନେଶ୍ୱର ୨୭/୧ : ରବିବାର ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର ୱେବସାଇଟ ଉନ୍ମୋଚିତ ହୋଇଛି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଦ୍ୱିତୀୟ ଇସ୍ତାହାର କମିଟି ବୈଠକରେ ୱେବସାଇଟ ଉନ୍ମୋଚନ କରାଯାଇଥିଲା । ଏହି ୱେବସାଇଟରେ ଆସନ୍ତା...
ପୁରୀ ୨୫/୧ : କାଳିଆ ଯୋଜନା ଓଡ଼ିଶା ଅର୍ଥନୀତିର ଏକ ମାଇଲ ଖୁଣ୍ଟି ହେବ । ଏହା ସାରା ଦେଶକୁ ନୂଆ ଦିଶା ଦେଖାଇବ । ଆଜି ପୁରୀରେ କାଳିଆ ଯୋଜନାର ବିଧିବଦ୍ଧ ଶୁଭାରମ୍ଭ କରି...
ଭୁବନେଶ୍ୱର ୨୫/୧ : ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ଚାଷୀମାନଙ୍କ ଋଣ ଛାଡ଼ କରିବ । କେବଳ ସେତିକି ନୁହଁ ରାଜ୍ୟର ପ୍ରତି ଜିଲ୍ଲାରେ ଫୁଡ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ...
ଭୁବନେଶ୍ୱର ୨୫/୧ : ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କଂଗ୍ରେସରେ ଯୋଗ ଦେଇଛନ୍ତି । ଆଜି ତମୋଣ୍ଡୋଠାରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଆରମ୍ଭରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ଉପସ୍ଥିତିରେ ଶ୍ରୀ କାନୁନଗୋ ଦଳରେ...
ଝାରସୁଗୁଡ଼ା ୨୪/୧ : କେନ୍ଦ୍ରର ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜି ଝାରସୁଗୁଡ଼ାରେ ୬୧୮ କୋଟି ୬୬ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର...
ଝାରସୁଗୁଡ଼ା ୨୪/୧ : ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଝାରସୁଗୁଡ଼ାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ସେ ଶଙ୍ଖ ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ...
ନୂଆଦିଲ୍ଲୀ ୨୩/୧ : ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଏକମାତ୍ର କନ୍ୟା ପ୍ରିୟଙ୍କା ଭଦ୍ରା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି । ଦଳର ହାଇକମାଣ୍ଡ ତାଙ୍କୁ ଏଆଇସିସି...
ଭୁବନେଶ୍ୱର ୨୩/୧ : ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ସାଲେପୁରର କୁଳିଆଠାରେ ଏକ ଜନସମାବେଶରେ ଉଦବୋଧନ ଦେବେ । ସେ ଗତ ୧୮...
ଭୁବନେଶ୍ୱର ୨୨/୧ : କଂଗ୍ରେସ ନେତା ପ୍ରଣୟ ସାହୁ ମଙ୍ଗଳବାର ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଅନୁଷ୍ଠିତ ଏହି ମିଳନ ପର୍ବରେ ବିଜେପୁର ବିଧାୟିକା ରୀତା ସାହୁଙ୍କ ସହ ବହୁ କର୍ମୀ ଉପସ୍ଥିତ...
ଭୁବନେଶ୍ୱର ୨୦/୧ : ଗତକାଲି କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳର ସଭାପତି ରାହୁଲ ଗାନ୍ଧୀ ଓ ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ଆଜି ଏକ...