ବଲାଙ୍ଗିର ୧୧/୧ : ବଲାଙ୍ଗିରରେ ଶୁକ୍ରବାର ଆମ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଧାରୁ ଉଠି ଚାଲି ଆସିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛିସମୟ ପରେ...
ଭୁବନେଶ୍ୱର ୯/୧ : ଜାତୀୟସ୍ତରରେ ମୁଣ୍ଡ ଟେକୁଥିବା ବିରୋଧୀ ମହାମେଣ୍ଟରେ ବିଜେଡ଼ି ସାମିଲ ହେବନାହିଁ । ଆଜି ଖୋଦ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଦେଇଛନ୍ତି । ଗତକାଲି ଦିଲ୍ଲୀରେ...
ଭୁବନେଶ୍ୱର ୯/୧ : ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଅନ୍ୟ ଦଳସହ ନିର୍ବାଚନ ବୁଝାମଣା କରିପାରେ । ବୁଧବାର ଭୁବନେଶ୍ୱରଠାରେ ଏ ସମ୍ପର୍କରେ ଆଭାସ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କେଉଁ...
ଭୁବନେଶ୍ୱର/ନୂଆଦିଲ୍ଲୀ ୮/୧ : ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ଆଜି ଦୃଢ଼ ସ୍ୱର ଉତ୍ତୋଳନ କରିଛନ୍ତି । ବିଜେଡ଼ି ଦିଲ୍ଲୀରେ ଏକ ବିରାଟ ସମାବେଶ କରି କେନ୍ଦ୍ର ସରକାରଙ୍କଠାରୁ...
ନୂଆଦିଲ୍ଲୀ ୭/୧ : ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ବୈତରଣୀ କିଭଳି ସହଜରେ ପାରି ହେଇହେବ ସେଥିପାଇଁ ମୋଦୀ ସରକାର ଏକ ଚାଲ ଖେଳିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ସାଧାରଣବର୍ଗର ଆର୍ଥିକ...
ଭଦ୍ରକ ୭/୧ : କେତେକ ଦାବି ନେଇ କଂଗ୍ରେସ ପକ୍ଷରୁ ଭଦ୍ରକରେ ସୋମବାର ରେଳରୋକ କରାଯାଇଛି । ଦଳର ନେତା ଓ କର୍ମୀମାନେ ତାରିଣୀ ଲେଭଲପ୍ରସିଂଙ୍ଗରେ ରେଳ ଲାଇନରେ ବସିରହି ଧାରଣା ଦେଇଥିଲେ । ଫଳରେ...
ଭୁବନେଶ୍ୱର ୬/୧ : କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଶେଷରେ ଇସ୍ତଫା ଦେଇଛନ୍ତି । ପିପିଲି ଗଣଦୁଷ୍କର୍ମ ରାୟ ସମ୍ପର୍କରେ ଟିପ୍ପଣୀ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ । ତାଙ୍କୁ ବହିଷ୍କାର କରିବା...
ଭୁବନେଶ୍ୱର ୫/୧ : ଦୀର୍ଘ ୧୮ ବର୍ଷ ପରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଏକ ନୀରବ ବିପ୍ଳବରେ ପରିଣତ ହୋଇଛି । ମା’ ମାଉସୀମାନଙ୍କ ଭିତରେ ନୂଆ ଜାଗରଣ ଆଣିଛି । ୭୦ ଲକ୍ଷ...
ବାରିପଦା ୫/୧ : ବିଭିନ୍ନ ପ୍ରସଙ୍ଗ ନେଇ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱର ଧୀରେ ଧୀରେ ନରମ ହେବାରେ ଲାଗିଛି । ନିକଟରେ ଓଡ଼ିଶା ଆସିଥିବାବେଳେ...
ଭୁବନେଶ୍ୱର ୫/୧ : ଆଗାମୀ ନିର୍ବାଚନରେ କଳାଟଙ୍କା ରୋକିବାକୁ କଠୋର ପଦକ୍ଷେପ ନିଆଯିବ । ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଳାଟଙ୍କାରେ ଭୋଟରଙ୍କୁ ପ୍ରବର୍ତ୍ତାଇବା ପାଇଁ ହେଉଥିବା...